debajani mesua
Romance
ଶତାବ୍ଦୀର ଫୁଲ ଫୁଟିବ ଏବେ
ଶହେଟି ଫଗୁଣ ପରେ...
କୋଇଲି ଗାଇବ ବଉଳ ବାସିବ
ଅଭିସାରୀ ରାତି ଧାରେ....।
ଆଶାବରୀ
ମୁକ୍ତା
କଥା ଦେଉଥିବା ଓଠ, କଥା ରଖୁଥିବା ସିନ୍ଦୁକର କବ୍ଜାରେ ଚିରକାଳ । ଛୁଇଁଲେ ସାପର ଗର୍ଜନ, ନଛୁଇଁଲେ ଅଭିଳାଷର ଐଶ୍ୱର୍ଯ୍ୟ କି !
ବିବାହ ବଚନେ ଅତୁଟ ବନ୍ଧନେ, ଦୁହେଁ ହୋଇଥିଲେ ବନ୍ଧା । ହାତଗଣ୍ଠି ସହ ଆମ ଭାଗ୍ୟ ରେଖା, ସେଦିନୁ ହୋଇଛ...
ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦାବତୀ ପାଖେ ଦୀପ ଜାଳେ।
ଭସାମେଘ ପରି ଭାସି ଯାଉଥିଲି ତୁମ ପ୍ରେମ ଆକାଶରେ ଭିଜା ଶ୍ରାବଣୀଟେ ସାଜି ତୁମେ ପ୍ରିୟା ଭିଜେଇଦେଲ ଲୁହରେ ।।
ସ୍ବପ୍ନ ନାୟିକା
ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା
ପୀରତି ବୋଲି ଏ ତିନୋଟି ଅକ୍ଷର କିଏ ଆଣିଲା ଏ ଧରାକୁ, ପ୍ରେମ ବୋଲି ଯେଉଁ ଅଛିଣ୍ଡା ବନ୍ଧନ କିଏ ରଚିଲା ଏ ଧାରାକୁ ?
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ...
ବାହୁ ବନ୍ଧନରେ ବାନ୍ଧି ରଖି ମୋତେ ପିଇଗଲୁ ପ୍ରୀତି ମଧୁ, ସାରା ଦେହ ଛୁଇଁ ତୋ ନାଁ ଲେଖିଲୁ ସତେ କି..
ଏବେ ତମକୁ ଆସିବାକୁ ହେବ ତୁମ ପ୍ରିୟା ପାଖକୁ . . . ତା'ର ଅବୋଧ ସନ୍ତାନମାନଙ୍କ ପାଖକୁ ସେମାନେ ବି ଖୋଜନ୍ତି ଆଜି ତାଙ୍କ ନିକଟରେ ...
ରଜତ ମାୟାବି ରାତ୍ରିର ଶେଷ ପ୍ରହରରେ ଦୀପଶିଖା ଝାପ୍ସା ଆଲୁଆରେତୁମ ପାଦ ଛବି ଖୋଜେ।କାଳେ ତୁମେ ଲୁଚି ବସିଥିବକଦମ୍ବର କୋରଟ ଉହାଡେ।
ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ସ୍ୱ।ର୍ଥ ତା ଆଗରେ ତୁଛ ।।
ଭଙ୍ଗା ପାନ ଖଣ୍ଡକରେ ଚାମକେ ତାଙ୍କ ଓଠ ରଙ୍ଗମୟ ହୁଏ ଯେବେ ପାନ ରଙ୍ଗରେ ଭରି,
ଅତୀତେ ବିନ୍ଦୁଏ ଲୋତକ ଝରିଲେ କହି ଯାଉଥିଲ ଗୁଡ଼ାଏ କଥା ଆଜି ଏ ଲୁହରେ "କାବେରୀ" ଉଛୁଳେ ଆଉ କି...
ପ୍ରୀତିର ସଙ୍ଗୀତ ଗାଉଛି ବସନ୍ତ ମନକୁ ମୋହୁଛି ଫୁଲର ବାସ ହୁଅନା ଅବୁଝା ଆସ ପ୍ରିୟତମା ପ୍ରୀତି ଅନଳରେ...
ପ୍ରିୟା ର ସନେଟ୍
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା !
ଉଜୁଡା ଯମୁନା ଘାଟର ଚାନ୍ଦିନୀ ନିଛାଟିଆ ଜହ୍ନରାତି ହସଫୁଲ ଝରେ ବଧୁଲି ଓଠରୁ କିଏ ହେବ କାହା ସାଥି
ବାଦଲ ଉହାଡେ ମୁହଁ ଲୁଚାଅନା ମୋ ମୁଖକୁ ଟିକେ ଚାହଁ, ଅମର ପ୍ରେମର ଗାଥା ମୁଁ ଗାଇବି ନିରେଖି ତୁମର ମୁହଁ।
ବିଧାତା ଯୋଡିଛି ହୃଦୟ ଦୁଇଟି ବିକାଶକୁ କାଦମ୍ବିନୀ , ଜନ୍ମ ଜନ୍ମାନ୍ତର ବନ୍ଧନର ଡୋର ...