STORYMIRROR

debajani mesua

Tragedy

2  

debajani mesua

Tragedy

ମୁକ୍ତା

ମୁକ୍ତା

1 min
118

ସ୍ମ୍ରୃତିର ସାଗର ତଳେ 

ପ୍ରତାରଣାର ମୁଠାଏ ମୁକ୍ତା..

ମୋ ଆଖିର ଦୁଇବୁନ୍ଦା ଲୁହପରି

ସବୁବେଳେ ଚିକ୍ ଚିକ୍

ଯେତେ ମୁକ୍ତା ହେଉପଛେ

ଲୁଚିଯାଏ ସମୁଦ୍ର ଗର୍ଭରେ...

ଯେତେ ଲୁହ ହେଉ ପଛେ ଲୁଚିଯାଏ 

ମୋ ଆଖିର କୋଣରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from debajani mesua

Similar oriya poem from Tragedy