STORYMIRROR

mrutyunjay Patra

Fantasy

3  

mrutyunjay Patra

Fantasy

ଆଶା

ଆଶା

1 min
262

ମୋ ହାତକୁ ବଢ଼େଇ ଦିଅ

ଫର୍ଦ୍ଦେ କାଗଜ ଗୋଟେ କଲମ

କଟା ଅକ୍ଷରଙ୍କୁ ଦେବି ନୂତନ ଜୀବନ୍ୟାସ

ମୋ ଛାତିର ଗଭୀର ଆବେଗ ଦେଇ

ହୃଦୟମାନ କରିଦେବି

ହଜିଯାଇଥିବା ଶବ୍ଦଙ୍କ ସ୍ଵପ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy