STORYMIRROR

Bhaswati Basu

Inspirational

3  

Bhaswati Basu

Inspirational

ଆସ ଆମେ ଉତ୍ତପ୍ତ ହେବା

ଆସ ଆମେ ଉତ୍ତପ୍ତ ହେବା

1 min
13.5K


ଆସ ଆମେ ଉତ୍ତପ୍ତ ହେବା।

ଉତ୍ତାପ ଅଛି

ନିଆଁରେ ବି, ମନରେ ବି

ପ୍ରେମରେ ବି, ଘୃଣାରେ ବି

ଜୀବନରେ ହିଁ....

ଆଉ ମୃତ୍ୟୁ? 

ମୃତ୍ୟୁ ଶୀତଳ।

ସେ ଶୀତଲତାରେ ହାତ କୋହଲା ପଡ଼ିଯାଏ;

କଲମ ଧରି ହୁଏନା।


Rate this content
Log in

Similar oriya poem from Inspirational