Sudhashree Bhattamisra
Inspirational
ଖୋଜିଛି ମୁଁ ପ୍ରତିଟିମୁହୂର୍ତ୍ତ
ବୈପ୍ଲବିକ ପରିବର୍ତ୍ତନ
ଚାହିଁଛି ମୁଁ
ପ୍ରତିଟି ମୁହୂର୍ତ୍ତ
ସମାଜ ସଂସ୍କାର
ଚାହିଁଛି ମୁଁ ପ୍ରତିଟି ମୁହୂର୍ତ୍ତ
ଗଢିବାକୁ ଘର ନୁହେଁ ମନ୍ଦିର
ସ୍ବପ୍ନନୁହେଁ ମଣିଷଟେ ଆପଣାର ।
ପୃଥିଵି
ଜୀଵନ
ସଂଗ୍ରାମ
ସେ
କ୍ଷତ
ମୁଁ
ଅନୁତାପ
କଠୋରତା
ମାନ୍ୟ ତ୍ରିରଙ୍ଗା ମାନ୍ୟ ତ୍ରିରଙ୍ଗା
ଜୟ ମା' ଖୁଦୁରୁକୁଣୀ ଜୟ ମା' ଖୁଦୁରୁକୁଣୀ
ଶେଷ ଠିକଣା ଶେଷ ଠିକଣା
ଖୁସି ଆସିବ କାହୁଁ ଖୁସି ଆସିବ କାହୁଁ
ଯା' ଆଜ୍ଞା ବିନା ମୃତ୍ୟୁ ଆସେନା ନ ପାରେ କାଳ ଟାଣି ସେ ଶିବ ନାମ କଲେ ସ୍ମରଣ ବିଷ ହୁଅଇ ପାଣି । ଯା' ଆଜ୍ଞା ବିନା ମୃତ୍ୟୁ ଆସେନା ନ ପାରେ କାଳ ଟାଣି ସେ ଶିବ ନାମ କଲେ ସ୍ମରଣ ବିଷ ହୁ...
ସ୍ୱତନ୍ତ୍ରତା ବଜାଇ ରଖିବାକୁ ହାତେ ଧରି ତଲୱାର୍ କି ଠେଙ୍ଗା ଅଭାବେ ସ୍ୱଭାବେ କରେ ନାହିଁ ଅପମିଶ୍ରଣର କଳାବଜ... ସ୍ୱତନ୍ତ୍ରତା ବଜାଇ ରଖିବାକୁ ହାତେ ଧରି ତଲୱାର୍ କି ଠେଙ୍ଗା ଅଭାବେ ସ୍ୱଭାବେ କରେ ନାହି...
ଜାତୀୟ ପତାକା ଆମର ପ୍ରତୀକ ଆମରି ଦେଶ ଜାତିର ମାନ ଜାତୀୟ ଧ୍ୱଜାର ନାମଟି ତ୍ରିରଙ୍ଗା ପ୍ରତି ଭାରତୀୟ ହୃଦ ସ୍... ଜାତୀୟ ପତାକା ଆମର ପ୍ରତୀକ ଆମରି ଦେଶ ଜାତିର ମାନ ଜାତୀୟ ଧ୍ୱଜାର ନାମଟି ତ୍ରିରଙ୍ଗା ...
ଶୁଖିଲା ଶ୍ରାବଣ ଶୁଖିଲା ଶ୍ରାବଣ
ଗୀତା ଅଟଇ ପୃଥିବୀର ବଡ ଦର୍ଶନ ବାଇବେଲ କୋରାନ ସବୁ ସମାନ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ ତ୍ରିରଂଗା କୁହ... ଗୀତା ଅଟଇ ପୃଥିବୀର ବଡ ଦର୍ଶନ ବାଇବେଲ କୋରାନ ସବୁ ସମାନ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍...
ମନରେ ଦୀପ୍ତ ପ୍ରଜ୍ୱଳିତ ଶିଖା ଆଉ ଦେଇଛି ସେ ବଞ୍ଚିବାର ନିଃଶ୍ୱାସ । ସିଏ ମୋ ବୀର ପୁଙ୍ଗବ ବାପୁ ମୋହନ ଦ... ମନରେ ଦୀପ୍ତ ପ୍ରଜ୍ୱଳିତ ଶିଖା ଆଉ ଦେଇଛି ସେ ବଞ୍ଚିବାର ନିଃଶ୍ୱାସ । ସିଏ ମୋ ବୀର ପ...
ଅମୃତ ସନ୍ତାନ ଅମୃତ ସାଗରେ ଅମୃତ ଜୀବନ ଧରି । ଅମୃତ ସନ୍ଧାନୀ ଅମୃତ ପରଶ ଅମୃତମୟ ବାରି । ଅମୃତ ସନ୍ତାନ ଅମୃତ ସାଗରେ ଅମୃତ ଜୀବନ ଧରି । ଅମୃତ ସନ୍ଧାନୀ ଅମୃତ ପରଶ ଅମୃତମୟ ବାର...
ଦିଗନ୍ତ ବିସ୍ତୃତ ଏଇ ଅନନ୍ୟ ଅନୁଭୂତି ସଭିଙ୍କ କରେ ଆଚମ୍ବିତ ଏହି ସୃଷ୍ଟି ନିଦ୍ରା ଦେବୀଙ୍କ ଦିଗନ୍ତ ବିସ୍ତୃତ ଏଇ ଅନନ୍ୟ ଅନୁଭୂତି ସଭିଙ୍କ କରେ ଆଚମ୍ବିତ ଏହି ସୃଷ୍ଟି ନିଦ୍ରା ଦେବୀଙ୍...
କାହାରି ମଧ୍ୟରେ କେବେ ହୁଅନ୍ତା ନାହିଁ ମତାନ୍ତର ବା ମନାନ୍ତରର ସଂଘର୍ଷ ଜୀବନ ପଥେ ସମସ୍ତେ ଚାଲିଥାନ୍ତେ କରି ... କାହାରି ମଧ୍ୟରେ କେବେ ହୁଅନ୍ତା ନାହିଁ ମତାନ୍ତର ବା ମନାନ୍ତରର ସଂଘର୍ଷ ଜୀବନ ପଥେ ସମସ୍ତ...
ନମସ୍ତେ ତ୍ରିରଙ୍ଗା ନମସ୍ତେ ତ୍ରିରଙ୍ଗା
ତୁମେ ଯେଉଁଭଳି ଲୀଳା କରୁଅଛ ଭ୍ରାତା ଭଗ୍ନୀ ସାଥେ ଧରି ମୋତେ ଦେଇଅଛ ଦୁଇଗୋଟି ଭାଇ ଅବିକଳ ସେହିପରି । ତୁମେ ଯେଉଁଭଳି ଲୀଳା କରୁଅଛ ଭ୍ରାତା ଭଗ୍ନୀ ସାଥେ ଧରି ମୋତେ ଦେଇଅଛ ଦୁଇଗୋଟି ଭାଇ ଅ...
ଭବିଷ୍ୟତ ତା'ର ଦିଶୁଛି ଅନ୍ଧାର କେଉଁଠି ଦେବ ସେ ଅଣ୍ଡା ପକ୍ଷୀ ଅଭିଶାପ ସତେ କି ପଡୁଛି କରୋନା ରୂପରେ ଦଣ୍ଡା ଭବିଷ୍ୟତ ତା'ର ଦିଶୁଛି ଅନ୍ଧାର କେଉଁଠି ଦେବ ସେ ଅଣ୍ଡା ପକ୍ଷୀ ଅଭିଶାପ ସତେ କି ପଡୁଛି ...
କେତେ ଲହୁ ଲୁହ ଢ଼ାଳି ବହୁ ବର୍ଷର ଶୋଷଣ କଷଣ ଅତ୍ୟାଚାର ବିରୁଦ୍ଧରେ ମୋ ଦେଶ ବାସୀ ଲଢି ଲଢି ଏଇ ପାଇଛୁ ଯ... କେତେ ଲହୁ ଲୁହ ଢ଼ାଳି ବହୁ ବର୍ଷର ଶୋଷଣ କଷଣ ଅତ୍ୟାଚାର ବିରୁଦ୍ଧରେ ମୋ ଦେଶ ବାସୀ ଲ...
ଆହେ ଗୁରୁ ଦେବ ଦିବ୍ୟ ତୁମ ବାଣୀ ତୁମ ଚରଣରେ ଅଛି ସଦା ଋଣୀ ତୁମେ ଭଗବାନ ଦେଇ ଅଛ ଜ୍ଞାନ ହୋଇଗଲା ଧନ୍ୟ ମୋର ଏ... ଆହେ ଗୁରୁ ଦେବ ଦିବ୍ୟ ତୁମ ବାଣୀ ତୁମ ଚରଣରେ ଅଛି ସଦା ଋଣୀ ତୁମେ ଭଗବାନ ଦେଇ ଅଛ ଜ୍ଞାନ ...
ବିରହ ଗୀତିକା କହୁଅଛି କାନେ ଶୁଦ୍ଧ ସ୍ବର ର ଝଙ୍କାର ତୋଳି କେତବେଳେ ସିଏରାଗଜର ଜର ତାର ନୟନେ ବିଜୁ ବିରହ ଗୀତିକା କହୁଅଛି କାନେ ଶୁଦ୍ଧ ସ୍ବର ର ଝଙ୍କାର ତୋଳି କେତବେଳେ ସିଏରାଗଜର ଜର ...
ହିମାଳୟ ଯହିଁ ଆକାଶ ଛୁଏଁ ଇତିହାସ ଗାଏ ଯାହାର ଯଶ ଯେ ଦେଶେ ଗଙ୍ଗା ଯମୁନା ବହେ ସେହି ମୋ ସୁନାର ଦେ ହିମାଳୟ ଯହିଁ ଆକାଶ ଛୁଏଁ ଇତିହାସ ଗାଏ ଯାହାର ଯଶ ଯେ ଦେଶେ ଗଙ୍ଗା ଯମୁନା ବହେ ସ...