STORYMIRROR

Liza Senapati

Inspirational

3  

Liza Senapati

Inspirational

ଆମ ଏକତା

ଆମ ଏକତା

1 min
12K

ଏକ ଏକ ହୋଇ ,

ଆମେ ହେବା ଶହେ,

ଆମ ପାଇଁ ଆମେ 

ଦେଶ ଆମ ଖୋଜେ ଏକତା,

ଏକତାର ମହାମନ୍ତ୍ର ବିଜୟର ଶୂତ୍ର,

ଚାଲ ଆମେ ଆମ ଜାତି ପାଇଁ

ହେବା ପୁଣିଥରେ ଏକ,

ଜାତିର ସମ୍ମାନ ଆମର ଟେକ,

ଲଢିବା ତାର ସ୍ୱାଭିମାନ ପାଇଁ,

ଜାତି ଆମ ଲୋଡେ ଭାଷାକୁ ତା,

ହଜିଗଲାଣି ତାର ଆଦର,

ସବୁଠି ମାତୃଭାଷାର ଅପମାନ,

କେତେ ଭାଷା କେତେ ଜାତି କୁ,

ହୁଏ ମୋର ଏ ମାଟିରେ ସମ୍ମାନ,

ନିଜ ଭାଷା ହୁଏ ହତାଦର,

ଦି ପଦ ମାତୃଭାଷା 

ଓଡ଼ିଆ ପୁଅ ପାରୁନି କହି।

ମିଛେ ପିଟେ ଡିଣ୍ଡିମ ମୁଁ ସ୍ୱାଭିମାନି।

ନିଜ ରାଜ୍ୟେ ପାଏନି ଯେ ଆଦର,

କାଇଁବା କିଏ କରିବ ତାକୁ ସମ୍ମାନ।

ଚାଲ ପୁଣି ଆମେ ହେଇଯିବା ଏକ,

ଆମ ସ୍ୱାଭିମାନ ପାଇଁ ଆମେ ମିଶାଇବା ହାତ।

ଆମରି ଭିତରେ କେତେ କେତେ ,

ଭାଷା ପ୍ରେମି ଯାଇଛନ୍ତି ଶୋଇ,

ଜାଗ୍ରତ କରି ସଭିଙ୍କୁ,

ଗଢିବା ସୁନ୍ଦର ମାତୃଭୂମି ପୂଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational