Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sibani Gita

Action

3  

Sibani Gita

Action

ଆଖି

ଆଖି

1 min
250



କିଛି ଆଖି ସ୍ୱପ୍ନ ଦେଖୁଥିଲେ ।

କିଛି ଆଖି ନିଜର ହଜିଥିବା ରାସ୍ତାର ଅନ୍ୱେଷଣରେ ଥିଲେ ।

କିଛି ଆଖି ଅପେକ୍ଷାରତ ହୋଇ ପ୍ରତୀକ୍ଷା କରିଥିଲେ ।

କିଛି ଆଖି ଥକି ପଡ଼ି ଲୁହ ଝରାଉଥିଲେ ।

କିଛି ଆଖି ଅବ୍ୟକ୍ତ କୋହକୁ ଲୁଚାଉଥିଲେ ।

କିଛି ଆଖି ସତ ଚେଷ୍ଟା ପରେ ବିଫଳ ଥିଲେ ।

କିଛି ଆଖି ପଶ୍ଚାତାପ ଅଗ୍ନିରେ ଜଳୁଥିଲେ ।

କିଛି ଆଖି ଅଗ୍ନିର ଜ୍ୱାଳାରେ ନିଜକୁ ଜଳାଉ ଥିଲେ ।

କିଛି ଆଖି ଠିକ୍ ବୋଲି ଦାବି କରୁଥିଲେ ।

କିଛି ଆଖି ଦ୍ଵନ୍ଦ୍ୱ ଭିତରେ ଥିଲେ।

କିଛି ଆଖି ହରେଇବାର ଯନ୍ତ୍ରଣାରେ ଜର୍ଜରିତ ଥିଲେ ।

କିଛି ଆଖି କାହା ପ୍ରେମରେ ଛନ୍ଦି ହୋଇ ପଡ଼ିଥିଲେ ।

କିଛି ଆଖି ଏବେ ବି ଅବାସ୍ତବ ସ୍ୱପ୍ନ ଦେଖୁଥିଲେ ।

କିଛି ଆଖି ଥକି ପଡ଼ି ସ୍ୱପ୍ନ ଦେଖିବା ଛାଡ଼ି ସାରିଥିଲେ ।।।



Rate this content
Log in

Similar oriya poem from Action