STORYMIRROR

Er. Suchismita Satpathy

Abstract Inspirational Children

3  

Er. Suchismita Satpathy

Abstract Inspirational Children

ଆଖି

ଆଖି

1 min
253

ଭାବୁଥିଲି ମନେ ମା ପେଟେ ରହି,

କଣ ଥିବ ମୋ ପାଇଁ,

ଜାଣିବି କେମିିତି, ବୁୁଝିବି କେମିତି

କିଏ ଅଛି କାହା ପାଇଁ ।

ଭାବନା ଟା ମୋର ସରି ତ ନଥିଲା

ଦେଲି କୁୁୁଆଁଁ ରାବ ମୁଇଁ,

ଜଡବତ ପ୍ରାୟ ପଡିିଥିିିଲି ମୁଁ ଯେ

ବୁଝି ତ ପାରିିଲି ନାଇଁଁ ।

ଖୋଲିଲି ଯେବେ ମୁଁ ନୟନ ଯୁୁୁଗଳ

ଦେଖି ହେଲି ହାଇଁ ପାଇଁ,

ଅପୂୂୂର୍ବ ରୂପକୁ ଦେଖିଲି ମୁଁ ଯେବେ

ବୁଝିଲି ସେ ମୋର ମାଇ ।

ଯାହା ପାଇଁ ଧନ୍ୟ ମୋର ଏ ଜୀବନ

ଚିର ଋଣୀ ତାହା ପାାଇଁ ।।


Rate this content
Log in

Similar oriya poem from Abstract