Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଆକାଶ ଛୁଇଁବାକୁ ଇଛା

ଆକାଶ ଛୁଇଁବାକୁ ଇଛା

1 min
119



ନାହିଁ ସୁଖ ନାହିଁଶାନ୍ତି ନାହିଁ ତୃପ୍ତି ଯହିଁ

ଆକାଶ ଛୁଇଁବାକୁ ଇଛା 

ମୁଁ କଲେ କଣ ହେବ ଯାଇ l


ମାନବ ଜୀବନ ମାତ୍ର ମରୁମୟ ମହି

ନିରାଶ କରଇ ତ ପିଛା

ଭାବୁନ ଟିକେ ମନ ଦେଇ ପଦ l


କହିବି ସକଳ ତୋତେ

ଶୁଣିବୁ ତୁ କର୍ଣପାତ

ସ୍ବର୍ଗକୁ ନିଶୁଣି ଯେତେ

ମନେ ନ ବିଶ୍ବାସ ସତେ

ଏହିସବୁ ଭ୍ରାନ୍ତପଥେ ଗତିକରଇ l


କର୍ମ କରିଚାଲ ସୁଖେ

ଇଛା କୁ କଲେ କି ମୁଖେ

ଭାବଗ୍ରାହି ଦେଇଦେବେ

ଭାବ ଦେଇ ନେଇଯିବେ

ଏହି ସତ୍ୟପଥ କୁ ନଛାଡ ଭାଇ l


ପିରତି ପୂର୍ଣ୍ଣ ମନରେ

କରମ କର ଦିନରେ

ଦିନରେ ପାଅ ଧନରେ

ଧନ ନ ଦିଅ ଦାନରେ

ଧନ ଥିଲେ ମନ ଇଛାପୂର୍ଣ୍ଣ ହୁଅଇ l



Rate this content
Log in

Similar oriya poem from Inspirational