STORYMIRROR

Prafulla Kumar Tripathy

Tragedy

2  

Prafulla Kumar Tripathy

Tragedy

ଆଜିର ନାରୀ

ଆଜିର ନାରୀ

1 min
3.5K

ଆଜିବି ଏ ସହରେ ନାରୀ

ହୋଇଛି ଅସୁରିକ୍ଷିତ

ଏ ରାକ୍ଷାସ ମାନଙ୍କ କବଳେ

ନାରୀ ହୋଇଛି ପ୍ରତାରିତ

ନାରୀଙ୍କ ବିକଳ ଚିକ୍ଢାରେ

ରାକ୍ଷାସର ଅଟହାସ୍ୟ

ଆଜିର ସମାଜରେ

ନାରୀ ଜାତିକୁ ମିଳେନି ସମ୍ମାନ

ଖାଲି ମିଳେ ଉପହାସ

ୟୌତୁକ ଜୁଇରେ ଜଳୁଛି ଜୁଇ

ପୁଣି କେବେ ଗର୍ଭେ ଭୃୃୃୃୃୃୃୃୃୃୃୃୃଣ ହତ୍ୟା

ବଳକ୍ଢାର ଶିକାର ହୋଇ

କରେ ସେ ଆମ୍ଢାହତ୍ୟା

ହେ ପିପାଶୁ ରାକ୍ଷାସ ସୁଧୁରିଯାଅ

ଆଉ କର ନାହିଁ ପାପ

ଏ ନାରୀ ଜାତି କୁ ସମ୍ମାନ ଦିଅ

ସିଏ ପରା ଆମ ମା, ଭଗିନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy