ଆଧୁନିକତା
ଆଧୁନିକତା


ଅସଂଯତ କିନ୍ତୁ
ସମାଜରେ ସେ
ଖୁବ୍ ସଂଯତ ହୁଏ ।
ଅଭଦ୍ରାମୀର ସୀମା
ସରହଦ ପାର ହୋଇ
ଯାଇଥିବା ଭଦ୍ର ମଣିଷ ଟିଏ।
ଯିଏ ସବୁବେଳେ
ନିଜେ ଅଚେତନ ଥାଇ ସୁଦ୍ଧା
ସଚେତନତାର ବାର୍ତ୍ତା ବୁଣିଦିଏ।
ଆଧୁନିକତାର ଚାକଚକ୍ୟ
ପରିବେଶରେ ନିଜକୁ କେବଳ
ନିଜର ଅସ୍ତିତ୍ବକୁ ସଜାଉଥାଏ ।
ଅସଂଯତ କିନ୍ତୁ
ସମାଜରେ ସେ
ଖୁବ୍ ସଂଯତ ହୁଏ ।
ଅଭଦ୍ରାମୀର ସୀମା
ସରହଦ ପାର ହୋଇ
ଯାଇଥିବା ଭଦ୍ର ମଣିଷ ଟିଏ।
ଯିଏ ସବୁବେଳେ
ନିଜେ ଅଚେତନ ଥାଇ ସୁଦ୍ଧା
ସଚେତନତାର ବାର୍ତ୍ତା ବୁଣିଦିଏ।
ଆଧୁନିକତାର ଚାକଚକ୍ୟ
ପରିବେଶରେ ନିଜକୁ କେବଳ
ନିଜର ଅସ୍ତିତ୍ବକୁ ସଜାଉଥାଏ ।