STORYMIRROR

Liza Senapati

Inspirational

3  

Liza Senapati

Inspirational

ଆଧୁନିକତା

ଆଧୁନିକତା

1 min
192

ଆଧୁନିକତାର

ଶଦ୍ଦରେ ଆଧୁନିକତାର ଢାଞ୍ଚା,

ବ୍ୟବହାରରେ ଆଧୁନିକତାର ପ୍ରବାହ,

ମୋ ଦେଶ ଆଧୁନିକତା ଆଡକୁ ଯାଉଚି,

ସତରେ ମୋ ଦେଶ ବଦଳି ଯାଇଚି,

ମାଟି ମା କହେ ଯିଏ,

ଆଜି ବିଦେଶର ଗୁଣ ଗାଉଚି।

ମାଟିର ବାସ୍ନାରେ ଅତର ଝରୁଥିଲା ଦିନେ,

ଆଜି ସେଇ ମାଟିରେ ପାଦ ରଖେନା ତା ପୁଅ,

ଆଧୁନିକତାର କାଚ ପିନ୍ଧି ,

ସାଧବ ବୋହୁ ତା ଗହଣା ରଖିଦେଇଚି ।

ଆଉ ଓଢ଼ଣି ନାହିଁ ମୁଣ୍ଡରେ,

ଜିନ୍ସ ପିନ୍ଧି ବୋହୁ ଦାଣ୍ଡରେ ଚାଲୁଚି।

ମୋ ଗାଁ ଆଜି ମଡର୍ଣ୍ଣ ହେଲାଣି।

ସତରେ ମୋ ଦେଶ ବଦଳି ଗଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational