ଭୋଗ
ଭୋଗ
ନିଜକୁ ନିଜ ପାଖରେ ରଖିବା,
ଯେତେ ହତାଦର ହେଲେ ବି
ନିଜକୁ ସାନ୍ତ୍ୱନା ଦେବା
ମିଳିମିଶି ମଣିଷ ହୋଇ ରହିବା
ଚାଲ ସବୁ ମଣିଷ ଭାବେ
ଜୀବନକୁ ଭୋଗିବା
ନିଜକୁ ନିଜ ପାଖରେ ରଖିବା,
ଯେତେ ହତାଦର ହେଲେ ବି
ନିଜକୁ ସାନ୍ତ୍ୱନା ଦେବା
ମିଳିମିଶି ମଣିଷ ହୋଇ ରହିବା
ଚାଲ ସବୁ ମଣିଷ ଭାବେ
ଜୀବନକୁ ଭୋଗିବା