Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract

2  

Susil Pani

Inspirational Abstract

ଖୋର୍ଦ୍ଧା

ଖୋର୍ଦ୍ଧା

1 min
6.9K


ଖୋର୍ଦ୍ଧାରେ ଖୋର୍ଦ୍ଧା ଜାତି ତୋର ବିରବର ଯୋଦ୍ଧା

ସଜାଇଛ ପ୍ରାଚୀର ତୁମ ପର୍ବତ ଉପରେ ଗାଲିଚା ।।(୧)

କେତେ ଗଛ ଲତା ଗ୍ମୁମ ମାଡିଛି ତୁମ ପର୍ବତ ପ୍ରାଚିରେ ।

କି ଶୋଭା ଦିସୁଅଛି ମନ ମୋହି ନିଏରେ ।। (୨)

ପୂର୍ବ ଗୌରବ ତୁମ ଯେ ପୂର୍ବ ଗାରଥା ।

ମନେ ପକାଇ ଦିଏସେ ନାରଙ୍ଗିର ଭୂଇଁଟା ।।(୩)

ଟେକି ଅଛି ମୁଣ୍ଡ କେତେ ପର୍ବତ ତହିଁରେ ।

ତାଙ୍କ ମଧ୍ୟେ ମାମୁଁ ବଢେ ଭଣଜାଟି କମେରେ ।।(୪)

କଂକ୍ରେଟି ପଥର ଲୋଭେ ଆଜି ଏଇ ମଣିଷ ।

ଭାଙ୍ଗିଦିଏ ପାଦଦେଶ ତୁମ ଯେତେ ପର୍ବତ ।। (୫)

ତୁମର ସେଇ ବିରପୁତ୍ର ବକ୍ସି ଜଗବନ୍ଧୁ ଯେ ।

ଅମର ହୋଇ ଅଛନ୍ତି ତାଙ୍କ ସାହସିକତା ପାଇଁ ଯେ ।।(୬)

ଦେଶ ସ୍ବାଧୀନ ପାଇଁକି ଦେଲେ ସିଏ ଜୀବନ ।

ଇଂରେଜ ମଥା ନଇଁଗଲା ତାଙ୍କ ତ୍ୟାଗ ପାଖେଣ।।(୭)

@ ସୁସିଲ୍ ପାଣି ,ପୁରୀ ।


Rate this content
Log in

Similar oriya poem from Inspirational