ନାରୀ
ନାରୀ
ନାରୀ ସବୁବେଳେ ନୀରବ ଦ୍ରଷ୍ଟା
ସେ (କେବଳ)ନୀରବରେ
ପରିକଳ୍ପନା କରିପାରେ
ଶ୍ରେଷ୍ଠତାକୁ
ଇତିହାସରୁ ରାମାୟଣ ପର୍ଯ୍ୟନ୍ତ
ଜୟଗାନ -------
ଜଠରୁ ଯୂଇ ଘରର ଦୂରତା ମଧ୍ୟରେ
ନାରୀର ଭୂମିକା ବହୁ ଉଚ୍ଚମାନର
ସଂସାରରେ ସବୁ ପରୀକ୍ଷା ନାରୀ ପାଇଁ,….
ତଥାପି----
ଅପ ମର୍ଯ୍ୟାଦାରେ
ଅସମ୍ମାନରେ
ହୀନ ମାନ୍ୟତାରେ
ନର୍କର ଶିଡି ଚଢି
ନାରୀ ହିଁ ଛୁଇଁ ଥାଏ
ସ୍ଵର୍ଣ୍ଣ ସିଂହାସନ ,…..
ପୁରୁଷର ବାହୁଛାୟାରେ
ନାରୀ କେବଳ ବଂଧନ ନୁହଁ
ବରଂ ପରିବାର ସମାଜ
ରାଷ୍ଟ୍ରର ଉନ୍ନତିରେ ମୁଖ୍ୟ ,
ନାରୀ ସ୍ୱାଧୀନତା ଓ ସଶକ୍ତି କରଣ
ଏକ ସାମାଜିକ ଚେତନା ଓ
ଗୃହସ୍ଥ ଜୀବନରେ ପୂର୍ଣ୍ଣ
ଉନ୍ନତିର ମହା ବ୍ୟାପକତା ,…..