Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

3  

Hrushikesh Satpathy

Inspirational

କେବେ କେବେ ହସିବା ଜରୁରୀ

କେବେ କେବେ ହସିବା ଜରୁରୀ

1 min
6.8K


ବଞ୍ଚିବାକୁ ହେଲେ,

ଧନ ନୁହେଁ,

ମନ ଟି ଜରୁରୀ ।


ହସିବାକୁ ହେଲେ

ପ୍ରୀତି ଭରା

ହୃଦୟ ଜରୁରୀ ।


ସତ ଦେଖିବାକୁ

ପବିତ୍ରତା

ଆଖି ଦୁଇ ଲୋଡ଼ା ।


ମିଛ କହିଦେଲେ

ଅନାଦର୍ଶ

ଜୀବନ ଅଲୋଡ଼ା ।



ଖେଳିବାକୁ ହେଲେ

ଟିକି ଛୋଟ

କଣ୍ଢେଇ ଟେ ଲୋଡ଼ା ।


ଶୋଇବାର ପାଇଁ

ଶୂନ ଶାନ

ରାତି ଟିଏ ଲୋଡ଼ା ।


ଭ୍ରମିବାକୁ ହେଲେ

ମନ ଖୋଲା

ସାଥି ହିଁ ଜରୁରୀ ।


କାନ୍ଦିବାର ପାଇଁ

କେବେ କେବେ

ହସିବା ଜରୁରୀ ।


Rate this content
Log in

Similar oriya poem from Inspirational