STORYMIRROR

Santanu Bisoi

Inspirational

2  

Santanu Bisoi

Inspirational

ସୁହୃଦଙ୍କୁ ଚିଠି

ସୁହୃଦଙ୍କୁ ଚିଠି

1 min
3.2K

("କରୋନା" ସଚେତନତା ଉପରେ ଏକ ଅଣୁ ଗଳ୍ପ।)

ପ୍ରିୟ ଆତ୍ମନ,

    ଆଶା କରେ, ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆମମାନଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ।ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କ ପରିବାରକୁ ଓ ପ୍ରିୟଜନ ମାନଙ୍କୁ ସମ୍ପୁର୍ଣ୍ଣ ସୁରକ୍ଷିତ ରଖନ୍ତୁ। COVID19 ଡାକ୍ତର, ବୈଜ୍ଞାନିକ ଏବଂ ସରକାରଙ୍କ ନିୟନ୍ତ୍ରଣାଧୀନ ନ ହେଲା ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ, ଆବଶ୍ୟକ ସ୍ଥଳେ ସାମାଜିକ ଦୂରତା ବା ଏକମିଟର ଦୂରତା ରକ୍ଷା କରନ୍ତୁ। ସର୍ବସାଧାରଣ ସ୍ଥାନ ଠାରୁ ନିଜକୁ ଓ ଆପଣ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ଅନାବଶ୍ୟକ ପ୍ରବେଶରୁ ନିବୃତ ରଖନ୍ତୁ। ବିଶେଷ କରି ନିଜ ପରିବାରର ଯତ୍ନ ନିଅନ୍ତୁ। କାଶ କିମ୍ବା କାଶ ସହିତ ଜ୍ୱର ହେଉଥିବା ବ୍ୟକ୍ତିଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଅନ୍ତୁ।

ନିଜ ଦ୍ୱାରା ନିଜକୁ ଗୃହବନ୍ଧି ରଖନ୍ତୁ ଏବଂ କରୋନା ଠାରୁ ସୁରକ୍ଷିତ ରୁହନ୍ତୁ।

      ।ଇତି।

    ଆପଣଙ୍କର ବିଶ୍ୱସ୍ତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational