STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସଂଘର୍ଷର ଫଳ

ସଂଘର୍ଷର ଫଳ

1 min
151

ଦିନ ତଳ ର କଥା।ରାମ ପୁର ଗାଁ ରେ ହରି ର ଘର ।ପିଲା ଟି ଦିନୁ ସେ ଭାରି ଦୁଃଖ ସହିଛି।ତାର ବାପା ନାହାନ୍ତି ଆର ପାରି ଚାଲି ଯାଇଛନ୍ତି।ଘରେ ଏକ ବିଧବା ମା ଓ ବିବାହିତ ଭଉଣୀ ଅଛନ୍ତି। ଘର ସମ୍ଭାଳିବା ପାଇଁ ସେ ତାର ପାଠ ଛାଡି ବାକୁ ପଡିଲା ।ନୀତି ସେ କାଠ ଆଣି ବାକୁ ଜଙ୍ଗଲ କୁ ଯାଏ ବେଳେ ବେଳେ ହିଂସ୍ର. ଜୀବ ମାନେ ତାକୁ ଆକ୍ରମଣ କରିଥାନ୍ତି।ସେ ଦୁଃଖ କଷ୍ଟ ରେ ପରିବାର ଆଗକୁ ନିଏ। ଥରେ ସେ ଦଶମ ପରୀକ୍ଷା ଫିସ୍ ପାଇଁ ଦ୍ୱାର ଦ୍ୱାର ବୁଲିଲା ଶେଷରେ ଯାହା ପାଇଲା ସେ ପଇସାକୁ ବିଦ୍ୟାଳୟରେ ଦେଇ ପରୀକ୍ଷା ଦେଲା ଓ ପାସ କଲା।ସେ ମନ୍ଦିର ରେ ମଧ୍ୟ ପୂଜା କରି ଠାକୁରଙ୍କ ଭୋଗ ଆଣି ପରିବାର କୁ ଦିଏ। ନୀତି ନୀତି ସେ କାକରା ଆରିସା ବିଭିନ୍ନ ମିଠା ଘରେ କରି ବୁଲି ବୁଲି ବିକ୍ରି କରି କିଛି ପଇସା ଆଣେ। ସେ ବିନା କାରଣ ରେ ମଧ୍ୟ ଅନେକ

ମାଡ ଖାଇଛି।ସେ ବିବାହ ଯୁବା ବୟସ ରେ କରିଲା।ପ୍ରଥମେ ଏକ ଘରୋଇ କମ୍ପାନୀ ରେ ଚାକିରୀ କଲା। ତାପରେ ସେ ଏକ ବ୍ୟାଙ୍କ ରେ ଚାକିରୀ ପାଇଲା ।ଶେଷରେ ଭଲ ଚାକିରୀ ପାଇ ଖୁସି ରେ ପରିବାର ଆଗକୁ ନେଲା।ମାଟି ଘର ଛାଡି ସେ

ଏକ କୋଠା ଘର ନେଇ ରହିଲା। ସେ ତାର ଜୀବନ ସାରା ସଂଘର୍ଷ କରି ଅନେକ ସଫଳ ହୋଇଲା ଆମେ ବି ଦୁଃଖ ସମୟ ରେ ସଂଘର୍ଷ କରି ଆଗକୁ ଗଲେ ଦିନେ ନିଶ୍ଚୟ ସଫଳ ହୋଇ ପାରିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational