Akshayakumar Dash

Inspirational

2  

Akshayakumar Dash

Inspirational

ସମର୍ପଣ

ସମର୍ପଣ

1 min
451


ବୁଦ୍ଧକଂର ଶିଷ୍ୟ ଆନନ୍ଦ ।ଦିନେ ପ୍ରଶ୍ନ ପଚାରିଲେ, "ଭଗବାନ ଆପଣ ଉଚ୍ଚ ଆସନରେ ବସି ପ୍ରବଚନ ଦିଅନ୍ତି ।ଶ୍ରୋତାମାନେ ତଳେ ବସନ୍ତି ।ଏପରି କାହିଁକି?ବୁଦ୍ଧକହିଲେ ,",ଆନନ୍ଦ! ତୁମେ କେବେ ଝରଣାର ପାଣିପିଇବାକୁ ଯାଇଛ ?ଝରଣାପାଣି ଉପରୁ ତଳକୁ ପଡେ ,ତେଣୁ ତଳେରହି ପାଣିପିବାକୁ ପଡେ ।ବୁଦ୍ଧ କହିଲେ ,ତାହେଲେ ତ ଝରଣା ଉପରୁ ତଳକୁ ବହିବାକୁ ହେବ । ଠିକ୍ ଏହିପରି ତୁମକୁ କାହାପାଖଋ କିଛି ପାଇବାକୁହେଲେ ନିଜକୁ ତଳକୁକରି କିଛି ପାଇବ ଓ ତୁମକୁ କିଛି ଦେବାକୁହେଲେ ଦାତାକୁ ଉପରେରହି ଦେବାକୁହେବ ।ସମର୍ପଣ ପାଇଁ ପ୍ରସ୍ତୁତ ହେଲେ ସାଗରରେ ପରିବର୍ତ୍ତିତ ହେବ । ବୁଦ୍ଧକଂ କଥା ଆନନ୍ଦ ବୁଝିପାରିଲେ ।


Rate this content
Log in

Similar oriya story from Inspirational