STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ସଜ ଗୋଲାପ

ସଜ ଗୋଲାପ

1 min
160

କାଲି ଓ ଆଜି ଭିତରେ ବଦଳି ଯାଉଛି ଅନେକ କଥା ,ପରିବର୍ତ୍ତନଶୀଳ ଦୁନିଆଁରେ ,ସବୁକିଛି ପରିବର୍ତ୍ତନ ,ପରିବାର ,ସମାଜ ,ରାଜ୍ୟ ,ଦେଶ ଓ ରାଷ୍ଟ୍ରରେ ,ଆଜି ରୁଷିଆ ଦେଶ ଦେଇଛି ୟୁକ୍ରେନ ବିରୋଧରେ ଯୁଦ୍ଧଦେହୀଂ ଡାକରା ,ତତପର ଭାରତ ,ଭାରତବାସୀଙ୍କୁ ୟୁକ୍ରେନରୁ ଫେରେଇ ଆଣିବାକୁ ବାୟୁସେନାଙ୍କୁ ପଠେଇଛି ଭାରତ ,ହେଲେ ୟୁକ୍ରେନ ର ଦୁଇଟି ସହର ରେ ମିସାଇଲ କ୍ଷେପଣାସ୍ତ୍ର ମାଡ ଫଳରେ ,ଏବଂ ସୀମାରେ ବାୟୁଚାଳନା ସ୍ଥଗିତ ଫଳରେ ଫେରିଆସିଛି ଉଡ଼ାଜାହାଜ ଆଉ ଶାନ୍ତି ପ୍ରିୟ ଭାରତବାସୀ ଙ୍କ ମୁଖ୍ୟ ଶାନ୍ତିର ଆହ୍ୱାନ ଦେଇ ଯେ କେତେଦୂର ସଫଳ ହେବେ ,ତାହା ସମୟ କହିବ ,କିନ୍ତୁ ଫେରିଆସିଥିବା ଏକ ହଜାର ଭାରତୀୟଙ୍କ ଭିତରେ ଥିଲେ ଓଡିଶାର ଛାତ୍ର ପ୍ରତୀକ ବଳ

    ଓଡିଶା ରାଜ୍ୟ ମୁଖ୍ୟ ପ୍ରତୀକଙ୍କ ସାହାଯ୍ୟ ସହଯୋଗ ନେଇ ତାଙ୍କୁ ସଜ ଗୋଲାପ ଦେଇ ସମ୍ବର୍ଦ୍ଧନା କରିବା ସହ ,ୟୁକ୍ରେନରେ ରହିଯାଇଥିବା ,ଅବଶିଷ୍ଟ ଓଡିଶାବାସୀଙ୍କୁ ,ହ୍ଵାଟ୍ସଆପରେ ସଜ ଗୋଲାପ ଦେଇ ସେମାନଙ୍କ ମନୋବଳ ବଢାଇବା ସହିତ ,ୟୁକ୍ରେନର ,ରୁଷିଆର ପାଞ୍ଚଗୋଟି ଯୁଦ୍ଧବିମାନକୁ ଖସେଇ ଦେବା ଖବର ସହ ,ୟୁକ୍ରେନ ଓ ରୁଷିଆ ରେ ରହିଯାଇଥିବା ଭାରତୀୟମାନଙ୍କୁ ସଜ ଗୋଲାପ ଦେଇ ,ସେମାନଙ୍କ ସାହସ ଧର୍ଯ୍ୟ ବଳ ବଢ଼େଇ ଚାଲିଛନ୍ତି ଆମ ଭାରତର ଦେଶମୁଖ୍ୟ ଆଉ ପୁଣି ଦେଇଛନ୍ତି ଶାନ୍ତି ଓ ସଂହତିର ଆହ୍ବାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract