STORYMIRROR

Sunanda Mohanty

Drama Classics Inspirational

3  

Sunanda Mohanty

Drama Classics Inspirational

ଶତ୍ରୁ ପ୍ରତି ସାବଧାନ

ଶତ୍ରୁ ପ୍ରତି ସାବଧାନ

1 min
204

ପଶୁ ଜନ୍ତୁ ଜାଣନ୍ତି ନାହିଁ ଶତ୍ରୁ ମିତ୍ର ର ଫରକ, ଜାଣିଲେ ବି ପଶୁ ପ୍ରକୃତି ଛାଡ଼ନ୍ତି ନାହିଁ, ପୋଷା ବିଲେଇ ଖ୍ୟଦ୍ୟ ରୁ ବାଛି ବାଛି ଆମିଷ ଟୁକୁଡା ଗୁଡିକ ଖାଉଥିବା ବେଳେ ତାର ଊଛୀସ୍ଟ ଖାଇ ମୋଟା ହୋଇ ବଳବାନ ହୋଇଥିବା ଭୁଆ, ବାହାରକୁ ବାହାରିବା ମାତ୍ରେ ଘର ପୋଷା ବିଲେଇଟାକୁ କାମୁଡିଏ, ବିଲେଇ ଡରରେ କି କଣ ଘରଦ୍ୱାର ଝାଡା କରି ବୁଡା଼ଇଦିଏ, ତ ସଫାସଫି ର ଜଞ୍ଜାଳ ବଢେ ତଥାପି ଆଶ୍ୱାସନା ବିଲେଇ ଆଉ ବାହାରକୁ ଯାଇ କ୍ଷତାକ୍ତ ହେବନି, ହେଲେ ଯାଏ, କାମୁଡ଼ା ଖାଇ ରକ୍ତାକ୍ତ ହୋଇ ଫେରେ. ସେ ତ ପଶୁଟା 

   ନିଜ ପ୍ରତିଭା ଶତ୍ରୁ ଙ୍କ ଆଗେ କହିବା ଉଚିତ ନୁହେଁ ଜାଣି ବି ସେଦିନ କହିଦେଇଥିଲେ ସୁମୀ, ତ ଅସହିଷ୍ଣୁ ଶତ୍ରୁ ଭାବାପର୍ଣ୍ଣ ସହକର୍ମୀ କହୁଥିଲେ, ବୟସ ବଢିଲେ ଆଜିକାଲି ପୂଜା ପଦ୍ଦତି ଛାଡି ବୁଢ଼ୀ ମାନେ ବି ଗଳ୍ପ କବିତା ଲେଖି ଅନଲାଇନ ରେ ବୁଡ଼ିଛନ୍ତି, ତ ନାତି ନାତୁଣୀ କାଇଁ ସମ୍ଭାଳିବେ !ସ୍ଥାଣୁ ପାଲଟିଗଲେ ବି ସୁମୀ ଆପଣା ମହତ ଆପେ ରଖି ନ୍ୟାୟ ରେ ପ୍ରତ୍ୟୁତ୍ତର ରଖିନଥିଲେ l

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama