DR. SAMARAJIT TRIPATHY

Classics

3.7  

DR. SAMARAJIT TRIPATHY

Classics

ଶବ୍ଦ ଜ୍ଞାନ

ଶବ୍ଦ ଜ୍ଞାନ

1 min
187


ଶବ୍ଦ ଶବ୍ଦ ମଧ୍ୟେ ବହୁ ଅନ୍ତର,

ଶବ୍ଦର ନୁହେଁ ହାତ ପାଦ

ଏକ ଶବ୍ଦ କରେ ଔଷଧ,

ଅନ୍ୟ ଶବ୍ଦ କରେ ଘାତ

ଶବ୍ଦ ସମ୍ଭାଳି କୁହନ୍ତୁ,

ଶବ୍ଦ ହିଁ କରେ ଧ୍ୟାନ

ଶବ୍ଦ ମନ ଖରାପ୍ କରେ,

ଶବ୍ଦ ବଢାଏ ମାନ

ଶବ୍ଦ ମୁଖେ ହେଲା ନିର୍ଗତ,

ପୁଣି ନ କେବେ ଶବ୍ଦ ଫେରସ୍ତ

ଶବ୍ଦ ହିଁ କରେ ମନ ସ୍ନେହ ଭରା

ଶବ୍ଦ ହିଁ କରେ ଅପମାନ

ମଧୁର ବଚନେ ହୁଅନ୍ତି ମିତ୍ର,

କଟୁ ବଚନେ ହୁଅନ୍ତି ଶତ୍ରୁ

ଦେଖି କରି ଶବ୍ଦ ପ୍ରୟୋଗ କର

ନ ହେଲେ ଯିବ ଯମ ପୁର

ଶତ୍ରୁ ମିତ୍ର ବନାନ୍ତି ଶବ୍ଦ ଅନ୍ତରେ

ଏଥି ବୁଝି ସଭିଏଁ ଶବ୍ଦ ଵିଚାର ।


Rate this content
Log in

More oriya story from DR. SAMARAJIT TRIPATHY

Similar oriya story from Classics