STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଶାନ୍ତି ର ଅନ୍ୱେଷଣ

ଶାନ୍ତି ର ଅନ୍ୱେଷଣ

1 min
197

କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ, ଉକ୍ତି ଟିର ସତ୍ୟତା ମର୍ମେ ମର୍ମେ ଅନୁଭବ କରିହୁଏ, ସେଦିନ ଶବ୍ଦ ରୁ ସୃଜନ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇ ଦେଇଥିବା ତିରିଶ ଗୋଟି ଶବ୍ଦ କୁ ନେଇ ଅଖିଆ ଅଗାଧୁଆ ଏକାଦିନେ ପୋଷ୍ଟ କରିଥିଲି ତ ବିଜେତା ଲିଷ୍ଟ ରେ ମୋ ନାମ, ଆଜି ଗଳ୍ପାୟନ ରେ ସେମିତି ଲେଖିଚାଲିଛି, ଭବିଷ୍ୟତ ରେ ବିଜେତା ହୁଏ କି ନହୁଏ ଶାନ୍ତି ଟିକେ ପାଇବାକୁ, ହେଲେ ମନୋନୀତ କଭର ଚିତ୍ର ନପାଇ ସନ୍ତୁଳିତ, ତଥାପି କର୍ମ କରିଚାଲୁଛି, ପରିଣାମ ଯାହା ହେଉ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract