Sunanda Mohanty

Abstract Tragedy Classics

3  

Sunanda Mohanty

Abstract Tragedy Classics

ଶ୍ଵାନ

ଶ୍ଵାନ

1 min
224


କୁକୁର ବିଭିର୍ଣ୍ଣ ଜାତିର 

ପ୍ରକୃତି ଏକ ପ୍ରକାରର ।


ବିଶ୍ୱସ୍ତ ଭୃତ୍ୟ ଟିଏ ମଣିଷର 

ତାକୁ ଆମେ କରୁ ହତାଦର ।


ବୁଲା କହି ଘଉଡାଉ ଥାଉ ବାରମ୍ବାର 

ପ୍ରଜାତି ଭାଇ ମାନେ ଅଛନ୍ତି ସୁଖର ।


ଖାଦ୍ୟ ନାହିଁ ଆଶ୍ରୟ ନାହିଁ ଘଉଡାନ୍ତି 

ଚୋର ତସ୍କର କରି ମଣିଷ ଉପକାର ।


ମଣିଷ ଫିଙ୍ଗୁଛି ନଳାରେ ଉଛିଷ୍ଟ ତାହାର 

ଦିଅନ୍ତା ଯଦି ଶ୍ଵାନ କୁ ହୁଅନ୍ତା ଉପକାର ।


ହେ ମଣିଷ ଥରେ ଭୁଲ ଠିକ ର 

ବିଚାର ତ କର, ସବୁଠୁ ଶ୍ରେଷ୍ଠ ବୋଲାଇବାର ।


ଗୁଣ ଗ୍ରାମ ବହନ ତ କର 

କୁକୁର ପରମ ବିଶ୍ୱସ୍ତ କର ତାଙ୍କ ଉପଚାର l


Rate this content
Log in

Similar oriya story from Abstract