STORYMIRROR

ସୁଦୀପା ପାତ୍ର ନାୟକ

Comedy Drama Fantasy

3  

ସୁଦୀପା ପାତ୍ର ନାୟକ

Comedy Drama Fantasy

ରାମଦେବ୍ ବାବା

ରାମଦେବ୍ ବାବା

1 min
141

"କେରି କେରି ବେଣୀ ଦଶକେରି କଲି,ସଜାଡିଲି ତାକୁ ନିଶ୍ଚଳମନେ,ଡାମରା କାଉଟି ଡବଡବ ଚାହିଁ,ଖତେଇ କହୁଛି ବେଣୀ ସିନା ତୋର ଝାମ୍ପୁରି ବନେ"........ ।ଇଲୋ ମା ଲୋ। ରାମଦେବ୍ ବାବା ର ଏହିପରି ମଜାଦାର ଗୀତକୁ କିଏ ବା ଭଲ ନ ପାଏ! କଥା ଯେମିତି ଛୁରୀ ଧାର ଗୁଣ ସେହିପରି ଖଣ୍ଡାଧାର। ଚାଷୀ ପରିବାରରେ ବାଣ୍ଠୁରୀଟିଏ ସେ।ଜନ୍ମରୁ ସେ ତିନିଫୁଟ୍।ଘରେ ବାପା ବୋଉ ଓ ବଡ଼ ଭାଇର ଜୀବନ ସେ। ଏହିପରି ଦିନ ଗଡିଗଡି ଗଲାଣି ଏବେ ତାକୁ ଷୋହଳ ବର୍ଷ।ନଗଦାନଗଦି ମେଟ୍ରିକ୍ ପାସ୍ କରି ସେ ଏବେ କଲେଜରେ ପାଦ ଦେଇଛି। ଏବଂ କଲେଜରେ ପାଦ ଦେଉଦେଉ ସେ ଏବେ କଲେଜର ରାମଦେବ୍ ବାବା।ତାକୁ ରାମଦେବ୍ ବାବା ଡାକିବାର କାରଣ ତା'ର ବଡି ମେଣ୍ଟେନ୍ସକୁ ନେଇ।ହାଇଟ୍ ରେ ସିନା ସର୍ଟ ସେ ହେଲେ ମେଣ୍ଟେନ୍ସ ରେ କେଉଁ ମଡେଲ ଠାରୁ କମ୍ ନୁହେଁ।

     ନିଜର ଓସ୍ତାଦ୍ ଅନ୍ଦାଜ୍ ରେ ସେ କଲେଜ ର ଲେଡି ଡନ୍ ମଧ୍ୟ। ଏହିପରି ପପୁଲାରିଟି ପାଇଁ ସେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ବେଶ୍ ଫେମସ୍। ତା'ର ଏହିପରି କମେଡି ଡାଇଲଗ୍ ରେ ସେ ଦର୍ଶକ ଙ୍କ ମନ ମୋହିଚାଲୁଥାଏ। ହଠାତ୍ ରଜ ମଉଜ ଅଡିସନ୍ ଆରମ୍ଭ ହୋଇଥିଲା ଓ ସେ ସେଥିରେ ପାର୍ଟିସିପେଟ୍ କଲା ଏବଂ ସିଲେକ୍ଟ ବି ହେଲା।ଏବେ ସେ ସ୍ତର ଅତିକ୍ରମ କରି ଗୋଟେ ଭଲ ପୋଜିସନ୍ ରେ।ସୋ ଚାଲୁଛି ତାର ଏବଂ ବିଗତ ସୋ ରେ ସିଦ୍ଧାନ୍ତ ମହାପାତ୍ର ଆମନ୍ତ୍ରିତ ଅତିଥି ଭାବରେ ଆସିଥିଲେ ଏବଂ ସେହି ସୋ ରେ ରାମଦେବ୍ ବାବା ର ଗୋଟେ ଡାଇଲଗ୍,,"ଆରେ ଓ କାଲିଆ ସାମ୍ବା କେ ସାଥିରେ ମୁଁ ଛମା ଛମା ନାଚୁଙ୍ଗି ଓର୍ ତୁ ଦେଖିକି ଅନେଇବୁ ବିକଜ୍ ମେରା କେହେନା ହେ ମେରା ଅନୁଶାସନ୍ ଉ...ହା......ହା.....ହା,ଯାହାକୁ ଶୁଣି ସିଦ୍ଧାନ୍ତ ମହାପାତ୍ର ହସିହସି ପେଟ ଖରାପ।ହା....ହା।



Rate this content
Log in

Similar oriya story from Comedy