Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kartik The Poet

Romance Tragedy


5.0  

Kartik The Poet

Romance Tragedy


ପ୍ରେମ, ପାପ ଆଉ ପ୍ରାୟଶ୍ଚିତ

ପ୍ରେମ, ପାପ ଆଉ ପ୍ରାୟଶ୍ଚିତ

2 mins 166 2 mins 166

ମୋ ନାଁ ରାଜ, ରାଜା ଭଳି ବଞ୍ଚିବାକୁ ଚାଁହୁଥିଲି l ମୋର ପ୍ରତିଟି ରାତି କହିଲେ ରମ, କଲ ଗାର୍ଲ, ବାର୍ର, କ୍ଲବ ଏସବୁକୁ ବୁଝାଏ l ଅବଶ୍ୟ ମୋ ସହ ସେମିତି କିଛି ଘଟିଥିଲା, କଲେଜ ବେଳେ ମୁଁ ଆଉ ମୋ ବେଷ୍ଟ ଫ୍ରେଣ୍ଡ ଅଭିଜିତ ଦୁହେଁ ପ୍ରେମରେ ପଡି ଯାଇଥିଲୁ ଏକା ଝିଅ ସହ l ପ୍ରପୋଜ ବି କଲୁ ଏକା ସହ l କିନ୍ତୁ ଏ ରାଜ ହାରି ଗଲା, କାହିଁକିନା ତା' ର ସର୍ତ୍ତ ଥିଲା ବୋର୍ଡ଼ exam ରେ ଯିଏ ବି ଟପ କରିବ ସେ ତା'ର l ତା ବୋଲି କଣ ମୋ ପ୍ରେମର କିଛି ବି ମୂଲ୍ୟ ନଥିଲା କି? ତାପରଠୁ ଝିଅଙ୍କୁ ଦେଖିଲେ ମତେ ଖାଲି ଭୂଗୋଳ ଦିଶେ ହୃଦୟ ନୁହଁ l

ମୋ କାଚ ଗ୍ଲାସରେ ଯେତେ ସ୍ପୀଡ଼ରେ ରମ ସହ ଆଇସ ମେଲ୍ଟ ହୋଉଥିଲା ସେତିକି ସ୍ପୀଡ଼ରେ କଲ ଗାର୍ଲ ତା ପୋଷାକ ଖୋଲି ଚାଲିଥିଲା l ହଠାତ ମୋ ଫୋନ ବାଜି ଉଠିଲା ସେପଟୁ ଶୁଭିଲା "sir, patient very serious, acid attack case... plz come sir" ମୋର ଜମା ମୁଡ୍ ନଥିଲା, ତଥାପି କେଜାଣି କାହିଁକି ମୁଁ ଗଲି l ଏତେ ନିଶାରେ ବି ଅପେରସନ ଭଲରେ କରିଦେଲି । ମୋ ପାଇଁ ଅବଶ୍ୟ କିଛି ବି ନୂଆ କଥା ନଥିଲା l

ଫେରିଲା ବେଳକୁ ନର୍ସ ରୋଗୀକୁ ବାରମ୍ବାର ରୋଜା ରୋଜା କହି ଉଠେଇ ବାରେ ଲାଗିଥିଲା l ମୁଁ ଅଟକି ଗଲି, ଆଉ ନର୍ସକୁ ଯାଇ ପେସେଣ୍ଟର ପୁରା ପତା କଲି l ସେଥିଲା ମୋ ରୋଜା, ଯାହାକୁ ମୁଁ ଏବେ ଯାଏ ଭୁଲି ପାରିନି l ରୋଜା ପାଖେ ଯାଇ ଠିଆ ହେଲି । ନର୍ସ ମତେ କହି ଚାଲିଥିଲା, "Sir, love affair, ଅଭିଜିତ ବୋଲି ଗୋଟେ ପୁଅ ଏସବୁ...... " ବାରମ୍ବାର ତା ମୁଁହଟାକୁ ବିକଳିଆ ହେଇ ଦେଖୁଥିଲି l ଖୁବ ସାହସ କରି ତା ହାତଟାକୁ ଧରି ଦେଲି l ରୋଜା ଆଖି ଖୋଲିଲା,... ମୋ ମୁଣ୍ଡ ତଳକୁ ହେଇ ଯାଉଥାଏ, ତା ହାତକୁ ଛାଡି ଫେରି ଆସିବାକୁ ଚାଁହୁଥିଲି, ହେଲେ ପାରିଲିନି l ସେ ମୋ ଛାତିରେ ଲୋଟି ପଡିଲା,... l 

ରୋଜା ଆଗ ଭଳି ଆଉ ଆଇନା ରେ ତା ମୁଁହ ଦେଖି ଚିତ୍କାର କରୁନି, ରୋଜା ଆଜି IAS officer, ଆଉ ମୁଁ ତା husband ରାଜ.. ।


Rate this content
Log in

More oriya story from Kartik The Poet

Similar oriya story from Romance