ପରଛା ଅନ୍ଧାର୍
ପରଛା ଅନ୍ଧାର୍
ବଛର୍ ଗୁଟେକେ ଆଇଛେ ଇ ତିହାର୍ ।ସବୁ ଲୁକ ଗହ ଗହ ମହ ମହ ,ପଡା ପଟିନେ ସବକର୍ ଘରେ ଧୁଆ ପୁଛା ,ଲିପା ପୁଛା ,ବନା ଚୁନା ଦେଇ ବସ୍ଲେନ୍ । ବୁଢ଼ା ବୁଢୀ, ଛୁଆ ପୁତା ସଭେଁ ଉସତ୍ । ଆମର୍ ପରାର୍ ଲୋକ୍ ମନେ ତାକର୍ ଘଏଁତା ମାନକର୍ ସନେ ସହର୍ କେ ଜେଇକରି ମନ୍ ମନଛା କପଟା ଲତା ଚୁରି ଛେପନା ଘେନି ଅନୁଛନ୍ ।
ପୋ ଝି ଇ ସବୁକେ ଦେଖିକରି ନୁଆ କୁର୍ତା ଖଣେ ଲାଗି କାନ୍ଦି ବୋବି ହେଉଛନ୍ ମୁଁ ହତଭାଗି କିଛି ଖଣେକ୍ ଘେନି ନେଇ ଦେଇପାରବାର୍ । ଝି କାନ୍ଦି କାନ୍ଦି ଆଇକରି କହୁଛେ ମାଁ କେ ଇ ଫରାକ୍ ୪ ବଛର୍ ହେଲାନା ଫାଟି କଲାନା ସବୁ ଆର୍ କେତେ ବଛର୍ ପିନ୍ଧମି । ପୋ ବଲୁଛେ ମୋର୍ ସାଙ୍ଗ ମନେ ଜିନସ୍ ପେଣ୍ଟ ଘିନିଛନ୍ ମୁଇ ଗୁଟେ ଘେନମି । ଘର୍ ଛୁଛା ହେଇଛେ କାଏଁ କର୍ମୀ ,ନୁଆଖେଇ ଦିନର୍ ଲାଗି ଶାଗ୍ ଡାଲ୍ ଖଣେ ଘେନବାକେ ଶକତ୍ ନେଇନ। ରେବତୀ ହଦ୍ରିକରି କବାଟ୍ କୁନେ ବସିଥାଏ ।