STORYMIRROR

Trilochan Karjee

Inspirational

3  

Trilochan Karjee

Inspirational

ପୋଷ୍ଟ କାର୍ଡ଼

ପୋଷ୍ଟ କାର୍ଡ଼

1 min
497

ଥିଲା ଯେତେ ଡେରିରେ ପୋଷ୍ଟକାର୍ଡ ପହଞ୍ଚୁ କିନ୍ତୁ ତାର ମେସେଜ୍ ପଢିବା ବର୍ତ୍ତମାନର ଫେସବୁକ୍,ୱାଟସ୍ଆପ,ଇନଷ୍ଟାଗ୍ରାମ ଠାରୁ ବେଶ୍ ଭଲ ଲାଗୁଥିଲା। 


ଆଜିକାଲି ତ ଗୋଟେ ଗୋଟେ ମେସେଜ ତାହା 

ହେଲା Hi କିନ୍ତୁ ସେତେବେଳେ ଆମେ ପୂଜନୀୟ,ସମ୍ମାନନୀୟ,ପ୍ରିୟର ଏବଂ ଆଦରଣୀୟ ଆଦି ଶବ୍ଦ ପ୍ରଚଳିତ ହେଉଥିଲା ଆଉ ସବୁଠାରୁ ଅଧିକ ଆକର୍ଷଣୀୟ ଲାଗୁଥିଲା ଶେଷରେ ଲେଖା ଯାଉଥିବା "ଇତି"ତୁମର ----

ସମ୍ପର୍କ ବି ବହୁତ ମଜଭୁତ ରହୁଥିଲା ।


ଆଜି କାଲି ତ ଗୋଟେ ମେସେଜ ସମ୍ପର୍କ ଭାଙ୍ଗି ଚୁରମାର କରି ଦେଉଛି ଯେମିତି I hate you ପରି ଅନେକ ବାକ୍ୟ ଅଛି। ଆମେ ଓଡିଆରେ ଦରଖାସ୍ତ ଓ ଚିଠି ଲେଖି ପାରୁନୁ କାରଣ ଆମେ ଟେକନେଲଜି ଦୁନିଆର ମଣିଷ ଅଟୁ। କଥା କଥାରେ ୱାଟସ୍ଆପ ନାଁ ନେଉଥାଉ। 


ମୋର କହିବାର କଥା ଆମେ ଆଜି ଯେତେ ଆଗକୁ ଗଲେ ବି ପୋଷ୍ଟକାର୍ଡର ପ୍ରେମ ଟିକେ ନିଆରା ଲାଗୁଥିଲା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational