STORYMIRROR

Trilochan Karjee

Action Others

3  

Trilochan Karjee

Action Others

ଅମ୍ଫାୟର ନିଷ୍ପତ୍ତି

ଅମ୍ଫାୟର ନିଷ୍ପତ୍ତି

1 min
505

ଦଳ ମଧ୍ୟରେ କ୍ରିକେଟ ମ୍ୟାଚ ହେଉଥିଲା। 

ଜଣେ ଖେଳାଳି ବଲକୁ ଏତେ ଜୋରରେ ପ୍ରହାର କଲାଯେ ବଲଟି ଷ୍ଟାଡିୟମ ଡେଇଁ ବାହାରକୁ ଚାଲିଗଲା। 


କେତେ କଷ୍ଟ କରି ଖୋଜା ଖୋଜି ପରେ ବଲ ମିଳିଲା। 

କେତେ ରନ୍ ଦିଆଯିବ ଏନେଇ ଉଭୟ ଦଳ ଭିତରେ ଯୁକ୍ତି ତର୍କ ହେଲା। 


ସବୁ ଘଟଣାର ବିଚାର କରି ଅମ୍ଫାୟର ଏହାକୁ ଛତିଶି ରନ ଘୋଷଣା କଲେ।


ବୋଲିଂ ଦଳରୁ ଜଣେ କହିଲା - ଏହା କେମିତି ସମ୍ଭବ!, ପୁଣି ଗୋଟାଏ ବଲରେ ଛତିଶି ରନ କୋଉଠି ଦିଆଯାଏନି। 


ସଙ୍ଗେ ସଙ୍ଗେ ବ୍ୟାଟିଂ ଦଳରୁ ଜଣେ ପାଟି କରି କହିଲା - ଏତେ ଦୂରରେ ଯାଇ ପଡିଲା ଏଇଟା ଛତିଶି କଣ ଶହେ କି ଦୁଇଶହ ରନ ହେବା କଥା। 


ବ୍ୟାଟିଂ କରୁଥିବା ଖେଳାଳି ଜଣକ କହିଲା - ସମସ୍ତେ ଚୁପ୍ ରୁହ। ଅମ୍ଫାୟର ଯାହା କହୁଛି ତାହା ଠିକ୍ କାରଣ Umpire decision is final decision. 

...........................


କିଛି ସମୟ ପରେ ପୁଣି ଖେଳ ଆରମ୍ଭ ହେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action