STORYMIRROR

Trilochan Karjee

Others

2  

Trilochan Karjee

Others

କଲମ

କଲମ

1 min
479

ମୋ ପକେଟରେ ଗୋଟିଏ କଲମ ଥାଏ।


ଗେଷ୍ଟ ଖାଇବା ଅର୍ଡର ଦେଲେ ନା ସାଙ୍ଗେ ସାଙ୍ଗେ କଲମ ବାହାରି ଆସେ। ସବୁ ଖାଦ୍ୟର ନାମ ଲେଖିଦିଏ। ବହୁତ ବଢିଆ କାମ କରୁଥିଲା। ଦିନେ ଜଣେ ଗେଷ୍ଟ ବିଲ ଦସ୍ତଖତ କରିବା ପାଇଁ କଲମ ମାଗିବାରୁ ମୁଁ ବଢେଇଦେଲି। ମୋର ଖିଆଲ ନଥିଲା ତାକୁ ଛାଡ଼ି ପଳେଇ ଆସିଲି।ଯେତେବେଳେ ଜଣେ ଗେଷ୍ଟର ଖାଇବା ଅର୍ଡର ନେଲି ପକେଟରେ ହାତ ମାରି ଦେଖେତ ନଥିଲା।

ସତେ ଯେମିତି ତା ବିନା ମୋ ମନ ଝୁରି ହେଉ ଥିଲା।


ଯେତେ ଯାହା ହେଲେ ବି ସମସ୍ତଙ୍କ ଖାଦ୍ୟର ଭାଷାକୁ ଲେଖି ଦେଉଥିଲା। ସମସ୍ତଙ୍କୁ ପେଟ ପୂରେଇ ଦେଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍