STORYMIRROR

jyotsna mayee panda

Comedy

3  

jyotsna mayee panda

Comedy

ପାର୍ବତୀ ର୍ ଦଶରା ବୁଲା

ପାର୍ବତୀ ର୍ ଦଶରା ବୁଲା

3 mins
213


ଆଜିର୍ ପାର୍ବତୀ ମଁ। ର ମୁହଁ ଟିକେ ଭିଲ ଉସତ୍ ନଇଁ । ମୁହଁଉ କେ କୁହୁରେଇ କରି ବସିଛନ... । ଶିବ ମସାନ ନୁଁ ଆସିକରି ପଚରାଲେ..

ଆଗୋ ପାର୍ବତୀ ତୁମେ କାଁ କରି ଅଜର୍ ମଉନା ବତୀ । କଥା ନ।ଇଁ କି ବାର୍ତା ନଇଁ । ତୁମର୍ ସୁଲହ ପୂଜା ପରେ ହେଲାନ । ଢୋଲ, ନିଶାନ ବାଯାଲା ନଁ । ଆଉ ବୁଲି ନାଇଁ ବାହାର କାଁଏଁ ମରତପୁର କେ । ଦଶରା ଅଏଲେ ତ ବଡା ସଜେଇବବଜେଇ ହେସ । ଇ ଦଶରା ଥିଁ କାଁ ହେଲା ଯେ ଇ ବାଉରୀ ବେସ ମୁଇଁ ବୁଝି ନି ପାରବାର୍ । ପାର୍ବତୀ କହେଲେ ଏ ଭୋଲେ ବାବା ମୋର୍ ନଁ ବେସି କଚର୍ର୍ କ।ଚର୍ ନାଇଁ ହ ନଁ । ମୋର୍ କାଳୀ ରୁପ ନାଇଁ ଦେଖି କାଁଏଁ । ଖାଇ ପି ମସାନ ପଦା ନଁ ବସିଛ ଭୁତିନୀ, ପେତେନି ମାନଂକର୍ ।


ସାଙ୍ଗେ ଆଉର ସଂସାର କଥା କାଁଣ। ଯାନୁଛ । ମୋର୍ ଦୁଃଖ ଆଉର କେନ ବୁଝୁଛ । ମୋର୍ ଭକତ୍ ମାନେ କେତେ ଦିନୁ ଟ।କିଥିସନଂ କେଭେଁ ମୋର୍ ଦଶରା ପୂଜା ଆସବା ବଲି । କେତେ ଚାନ୍ଦା ଭେଦ। ମଗଶନ । ବହେନ ମାନେ ଟ।କିଥି. ନଂ ଭାଏ କେଭେଁ ନେଇଁ ଆସବା ବଲି । ତୁମେ ମରତ୍ ଲୋକ.. ମଁ। ଏଁଝି ମାନଙ୍କର୍ କଥା କାଁଏଁ ବୁଝବ ଗୋ । ଛୁଆ ମାନେ ମାମୁଁ ଘର ଯିବାରଲାଗିର୍ କେତେ ଉସନ।କ୍ ହେସନ କ୍ ଥେ ଅଛେ ପରେ ମାମୁଁ ଘର ସରଗ ପୁର୍ ।

ଲେକିନ କାଁ ବଛର୍ କାଁଏଁ କରୋନା ବେମାର୍ ଟେ ଅସୀଛେ ଯେ କାହାରୀର୍ ।


ଘର କେ କେହି ନାଇଁ ଯିବାର ପରେ । ଆଉର୍ ପୂଜା ଵିଧି ଭି ବନେକରି ନାଇଁ ହୁଏ ନଂ ଗୋ । ହେଥିର୍ ଲାଗିର୍ ଭାବୁଛେ ମୁଇଁ । ମୋର୍ ମନ ଭି ଆଉ ଭଲ ନି ଲାଗବ।ର୍ ବୁଝଲ । ରାସ୍ତା ଘାଟ ସବୁ ସନ ସାଂନଂ ଲାଗୁଛେ ।

ନା ଢୋଲନିଶାନଁ ବାଜୁଛେ ନାଁ ଡିଜେ ବାଜୁଛେ । ସବୁ ଘରେ କବାଟ ବନ୍ଦ ହେଇଛେ । ମୋର୍ କେଡ଼େ କେଡେ ପର୍ଭା କରୁଥିଲେ ଇ ବଚ୍ଛର୍ ମୋର୍ ମୂରତି କେ ପରେ ଚାଏର ଫୁଟିଆ କରିଦେଇଛନ୍। କଣା ଇ ମୁନୁଷ ମାନଂକର ନୁଁ ଭି ସାନ୍ ଭାଏଲ ଯେ ଗୋ ମୁଇଁ??? ଶିବରାତ୍ରି କେ ତୁମର୍ ।


ପର୍ଵ ମୁଇଁ କାଁ କହେସି । ମନକେ ମନ୍ ବୁର୍ଲସ । ଇଟା ତ ମୋର୍ ପରବ ଗୋ । କେତେ ରକମର୍ ପାଟ ଆଉ କେତେ ଭେସ ହେଁସି । ହେଲେ ଇ ଥର ଆଉ ମନ୍ ନାଇଁ ଗୋ । ଜାଣିଛ ତ ତୁମର ଭେସ ଭୂଷଣ ଠିକ୍ ନାଇଁ ବଲି ମୁଇଁ କାର୍ତିକ କେ ନେସି ମୋର୍ ପୁଓ କେଡ଼େ ସୁନ୍ଦର୍ ତୁମର୍ ମିତ।ରେ ନୁହେଁ । ହେତିର ଲାଗିର୍ ଆଜିର ତୁମ କୁ ଟାକିଛେ ଏକା ସାଙ୍ଗେ ଜିମା ବଲି । ଆଉର୍ ସେ କରୋନା ରକସ କେ ମାରିଦେବ । ମୋର୍ ବାହନ କେ ଭି ନେମି ତୁମେ ମାଏଁଲେ ପୁରା ସଫା କରିଦେବା । ଇ ତଥା ସୁନି ଶିବ ବାବା ଟିକେ ଲାଗିଗଲେ । କହେଲେ ଜ।ନଲ କାଏଁ ଇ ମାଏଝି ମାନଙ୍କୁ ପାରି ନାଇଁ ହେଲା । ଦରକାର ବେଳେ କେଡେ ସୁନ୍ଦର ଆଉର ଦରକାର ନାଇଁ ଥିଲେ କିଏ କାହାର ରେ.. । ସବୁଦିନ ପୁଓ କେ ନେସ ଆଜିର୍ କରୋନା ରକ୍ଷସ କେ ମରବାର୍ ଲାଗିର୍ ମତେ ଡାକୁଛ ନାଇଁ । ପାର୍ବତୀ କହେଲେ ଖୋ କେତେ ମନ୍ ଧରା ଯିବ ବେଳେ ଚାଲ ନାଇଁ ହେଲେ ନାଇଁ । ଶିବ କହେଲେ ।


ହିଁ ! ବାହାରୁଛେ... ମୋର ଆଉର୍ ବାଟ ଅଛେ ନାଇଁ ଯାଇକରି... ର ଦେଖୁଛେ ମୋର ବାହନ ଟା କେନ ଆଡେ ଯାଇଛେ ଯେ । ତୁମେ ତ ତୁମର ବହନେ ଯିବ ମୋତେ ଆଉ ସାଙ୍ଗେ ନେବ । ନାଇଁ ଯାଏଁ ବଏଲେଁ ରାନ୍ଧିବାର ।


ଷ୍ଟ୍ରାଇକ ହେଇଗଲା ବେଳେ ଭୂଖେ ମର୍ବାର୍ ସାର ହେବା । ମରତ କେଭେଁ ମାଏଝି ନୁଁ ଜିତଲା ନ....ଇଟା ସବୁଦିନ ରହିଛେ... ତୁମର୍ ସେ କାଳୀ ରୁଅ ଇଛେନ୍ ବି ମୋର୍ ସୋର୍ ଅଛେ ।



Rate this content
Log in

Similar oriya story from Comedy