Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Sunanda Mohanty

Drama Inspirational Children


3.1  

Sunanda Mohanty

Drama Inspirational Children


ପାକୁଲିର କେତେ ଭାଇ

ପାକୁଲିର କେତେ ଭାଇ

1 min 1 1 min 1

ସେଦିନ କାହିଁକି ପାକୁଲିର ମନ ଭଲ ନଥାଏ । ସମସ୍ତେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି କେତେ ସୁନ୍ଦର ଉପହାର ପାଉଛନ୍ତି, ହେଲେ ତାର ଭାଇ ଟିଏ ନାହିଁ । ଦୂରରୁ ବୁଝିପାରିଲେ ମାଆ ।

ପାକୁଲିକୁ ନେଇ ଗଲେ ଗାଈବାଛୁରିଙ୍କ ପାଖକୁ । ତାଙ୍କ ବେକରେ ରାକ୍ଷୀ ବାନ୍ଧିଲେ । ପୋଷା ଶୁଆ ବେକରେ ଓ ଶେଷ କୁ ତୁଳସୀ ଗଛରେ ବନ୍ଧେଇ ଝିଅ ମୁହଁକୁ ଚାହିଁ ମାଆ କହିଲେ, ଆଜିଠୁ ଏମାନେ ତୋର ଭାଇ ।

ପାକୁଲି ଖୁସିରେ କ୍ଷୀର ପିଉଥିଲା ।


Rate this content
Log in

More oriya story from Sunanda Mohanty

Similar oriya story from Drama