STORYMIRROR

Silva Rani

Action

3  

Silva Rani

Action

ମୁଁ କିଛି ଲୁଚେଇବିନି

ମୁଁ କିଛି ଲୁଚେଇବିନି

1 min
8


କେହିଜଣେ ସେଦିନ ଡରି ଡରି ପାଖକୁ ଆସି

କହିଦେଇ ଗଲେ 

 ତୁମକୁ ନା ନାଲିରଙ୍ଗ ବେଶ୍ ମାନୁଛି,

ଠିକ ଦେବି ମା ପରି,


ରକ୍ତ ଜବା ପରି ଓଠରେ ହସ ହସ ମୁଁହ

ଝଲସି ଉଠୁଛି,

ଗୋଟେ ଶତ କଥା କହିବି

ତୁମ ନାକର ସେ ନୋଥ ନା, ଆହୁରି ସୁନ୍ଦରତା

ବଢ଼େଇ ଦେଇଛି 

ମୁଁ କିନ୍ତୁ ଜାଣି ପାରୁନି କାହାର ଅକ୍ଷା ଦେବି

ତୁମକୁ,

ହଉ ସେ ଯାହା ହଉନା କାହିଁକି

ମୋ ପାଇଁ ତୁମେ ଦେବି ମା ।।


ଶୁଣିଥିଲି ଆଈ ମା, କାହାଣୀ ରେ ଲାଲ୍ ପରି 

ଗପ ,

କିନ୍ତୁ କେବେ ଦେଖି ନଥିଲି

ଆଜି କିନ୍ତୁ ଶତ ସତିକା ଲାଲ୍ ପରି ମୋ ସାମ୍ନାରେ


ବିଶ୍ୱାସ ହଉନି ଲାଲ୍ ପରି ଏତେ

ସୁନ୍ଦର ଦେଖା ଯାନ୍ତି ବୋଲି

ସତରେ କଣ ତୁମେ ସେଇ ପରି,

ଆଛା କହିଲ ତୁମେ କେବେ

ମର୍ତ୍ୟ ଲୋକକୁ ଆସିଲ


ବିଦାୟ ନବାର ସମୟ ସରି ଆସୁଥାଏ 

ପୁଣି ଥରେ ପଛକୁ ଫେରି

କହିଦେଇ ଗଲେ 

ପିନ୍ଧିବନି ନାଲି ରଙ୍ଗ ର ଚୁଡିଦାର

କାଳେ କାହାର ନଜର ଲାଗିଯିବ


ହସିବନି ନାଲି ଓଠରେ କେତେ ଯେ

ତୁମ ପାଇଁ ପାଗଳ ହେଇଯିବେ


ମୋ ପାଖେ ଉତ୍ତର କିଛିବି ନଥିଲା

ସେଦିନ ମୁଁ ନାଲି ରଙ୍ଗ ପିନ୍ଧିଲା ବେଳେ

ନିଜେ ନିଜକୁ ଦେଖି ନଥିଲି

ନା ନାଲି ରଙ୍ଗ ପିନ୍ଧିବା ମୋର ଭୁଲ୍ ଥିଲା ।



Rate this content
Log in

Similar oriya story from Action