Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sunanda Mohanty

Abstract Action Inspirational


2  

Sunanda Mohanty

Abstract Action Inspirational


ମାଆର ଦର୍ଶନ ଥିଲା ଅଛି ଥିବ

ମାଆର ଦର୍ଶନ ଥିଲା ଅଛି ଥିବ

1 min 87 1 min 87


   ଇଶ୍ୱର ଭିତସ୍ତତ୍ର,ପରାହତ,ସତ୍ତାହୀନ, ଯିଏ କହେ ସେତ ନାସ୍ତିକ, ନିଜ ଉପରେ ନିଜର ଭରସା ନଥାଏ, ଅଥବା କର୍ମକୋଢ଼ୀ ସିଏ, ଅଥବା ବିକାରଗ୍ରସ୍ତ ମଣିଷ ଟିଏ ସିଏ।  ମୋପାଇଁ ଇଶ୍ୱର ଓ ଇଶ୍ୱରଙ୍କ ବନ୍ଦନା, ସର୍ବଶ୍ରେଷ୍ଠ, ଲୋଡ଼ା ଖାଲି ଏକାଗ୍ରତା। ତମେ ଯଦି ଭାବୁଛ ସ୍ୱାଧୀନତା ପରେ ଏତେସବୁ ହୋଇଯିବାରେ ଇଶ୍ୱର ଦାୟୀ, ତ ତମେ ଭୁଲ କହୁଛ।  ନିଜର ନପାରିଲା ପଣିଆକୁ ଇଶ୍ୱରଙ୍କ ଉପରେ ଲଦି ଦିଅ ନାହିଁ । ସବୁଦେଖିଶୁଣି ସେ କାହିଁକି ବଧିର ଏୟାତ? କଳିଯୁଗ, ସତ୍ୟ ତ୍ରେତୟା ପରି ଆସିନାହାନ୍ତି ଏଯାଏଁ ଅବତରି କିନ୍ତୁ ଠିକ ଜାଗାରେ ଠିକ ସମୟରେ ପ୍ରତ୍ୟକଟି ମୁହୂର୍ତ୍ତରେ ତାଙ୍କରି ସତ୍ତା। 

    ଜ୍ଞାନ ଓ ଅନୁଭୂତି ଦୁହେଁ ପରସ୍ପର ପରସ୍ପରର ଅନୁପୂରକ ତ କେବେ ପରିପୂରକ ଥିଲାବେଳେ ମଣିଷ ଆଜି କାମାନ୍ଧ, ଅର୍ଥପିପାସୁ, ସ୍ୱାର୍ଥପର, ଆଉ ଅଵିଵେକୀ ତ ଇଶ୍ୱର କାହିଁକି ଦାୟୀ !। ମୁଁ ତ ମୋର ପ୍ରତିଟି ଦୁର୍ବଳ ମୁହୂର୍ତ୍ତରେ, ଅଭାବୀ, ଅନାଟନୀ ଓ ଭାଗ୍ୟର ଦ୍ବାହିରେ ତ ପୁଣି ପଡିଉଠି ରାଶିଚକ୍ରର ଚକ୍ରବୃହୟ ଭିତରେ କେବଳ ସାନିଧ୍ୟ ପାଇଛି ଇଶ୍ଵରଙ୍କର ହୁଏତ ମୁଁ ଭଲପାଇଛି ଇଶ୍ୱରଙ୍କୁ ତମେ କେତେକ କହିପାର।


Rate this content
Log in

More oriya story from Sunanda Mohanty

Similar oriya story from Abstract