STORYMIRROR

Sunanda Mohanty

Abstract Action Inspirational

2  

Sunanda Mohanty

Abstract Action Inspirational

ମାଆର ଦର୍ଶନ ଥିଲା ଅଛି ଥିବ

ମାଆର ଦର୍ଶନ ଥିଲା ଅଛି ଥିବ

1 min
93


   ଇଶ୍ୱର ଭିତସ୍ତତ୍ର,ପରାହତ,ସତ୍ତାହୀନ, ଯିଏ କହେ ସେତ ନାସ୍ତିକ, ନିଜ ଉପରେ ନିଜର ଭରସା ନଥାଏ, ଅଥବା କର୍ମକୋଢ଼ୀ ସିଏ, ଅଥବା ବିକାରଗ୍ରସ୍ତ ମଣିଷ ଟିଏ ସିଏ।  ମୋପାଇଁ ଇଶ୍ୱର ଓ ଇଶ୍ୱରଙ୍କ ବନ୍ଦନା, ସର୍ବଶ୍ରେଷ୍ଠ, ଲୋଡ଼ା ଖାଲି ଏକାଗ୍ରତା। ତମେ ଯଦି ଭାବୁଛ ସ୍ୱାଧୀନତା ପରେ ଏତେସବୁ ହୋଇଯିବାରେ ଇଶ୍ୱର ଦାୟୀ, ତ ତମେ ଭୁଲ କହୁଛ।  ନିଜର ନପାରିଲା ପଣିଆକୁ ଇଶ୍ୱରଙ୍କ ଉପରେ ଲଦି ଦିଅ ନାହିଁ । ସବୁଦେଖିଶୁଣି ସେ କାହିଁକି ବଧିର ଏୟାତ? କଳିଯୁଗ, ସତ୍ୟ ତ୍ରେତୟା ପରି ଆସିନାହାନ୍ତି ଏଯାଏଁ ଅବତରି କିନ୍ତୁ ଠିକ ଜାଗାରେ ଠିକ ସମୟରେ ପ୍ରତ୍ୟକଟି ମୁହୂର୍ତ୍ତରେ ତାଙ୍କରି ସତ୍ତା। 

    ଜ୍ଞାନ ଓ ଅନୁଭୂତି ଦୁହେଁ ପରସ୍ପର ପରସ୍ପରର ଅନୁପୂରକ ତ କେବେ ପରିପୂରକ ଥିଲାବେଳେ ମଣିଷ ଆଜି କାମାନ୍ଧ, ଅର୍ଥପିପାସୁ, ସ୍ୱାର୍ଥପର, ଆଉ ଅଵିଵେକୀ ତ ଇଶ୍ୱର କାହିଁକି ଦାୟୀ !। ମୁଁ ତ ମୋର ପ୍ରତିଟି ଦୁର୍ବଳ ମୁହୂର୍ତ୍ତରେ, ଅଭାବୀ, ଅନାଟନୀ ଓ ଭାଗ୍ୟର ଦ୍ବାହିରେ ତ ପୁଣି ପଡିଉଠି ରାଶିଚକ୍ରର ଚକ୍ରବୃହୟ ଭିତରେ କେବଳ ସାନିଧ୍ୟ ପାଇଛି ଇଶ୍ଵରଙ୍କର ହୁଏତ ମୁଁ ଭଲପାଇଛି ଇଶ୍ୱରଙ୍କୁ ତମେ କେତେକ କହିପାର।


Rate this content
Log in

Similar oriya story from Abstract