Disambar Meher

Tragedy Inspirational

3  

Disambar Meher

Tragedy Inspirational

ମା'

ମା'

5 mins
648


ପୁଜା ଆର୍ ସିମା ସକାଲ ନୁ କେମେରା ଗୁଟେ ଗୁଟେ ଧରି କରି ବୁଲବାକକେ ଗାଁ ନୁ ଫୁରଲିଝରନ୍ କେ ବାହାର୍ଲେ । ପହେଲା ବସ୍ ରେ ନେ ଭବାନିପାଟନା ପହଁଚଲେ ଆର୍ ରଜା ଘର, ଭାଗରଥି ପାର୍କ ବୁଲ୍ଲେ । ସିମା ର ସଉକ୍ ସବୁ ଠାନ୍ ଆର୍ ଦୁରୁସକେ ଫଟୁ ଉଠାବାର୍ । ଚେରେ, ଚିରଗୁନ୍ ଗଛପତର୍, ମଦିର୍, ନୁଏଦ୍ ଝରନା ସବୁକେ କମେରାନେ ଫଟୁ ଉଠାଲା । ଫୁଟୁ ଉଠାତେ ଉଠାତେ ତାର୍ ଆଏଁଖ୍ ନେ ବୁଢୀ ଗୁଟେକର୍ ଉପ୍ରେ ପର୍ଲା । ପୁଜା ଆର୍ ସିମା ବୁଢୀ ପାସକେ ଗଲେ । ବୁଢୀର୍ ଦିହି ଖେଡଖେଡା, ମୁଡର୍ ବାଲ୍ ଧୋବ୍ ଫୁର୍ ଫୁରା, ଆଏଁଖ୍ କେ ଭି ତାର୍ ବନେ କରି ନେଇ ଦିସୁଥାଇ । ୭୦ବ ଛର୍ ବୁଢୀ ଖୁବ୍ ଗୁଲଗୁଲା ହେଇକରି କାନ୍ଦୁଥାଏ ।

ପୁଜା ଆର୍ ସିମାକେ ଦେଖ୍ଲାକେ କାନ୍ଦିକାନ୍ଦି ଖାଏବାକେ ଦିଅ ବୋଲି କହୁଥାଏ । ଚାଏର୍ ଦିନ୍ ହେଲାନା ବୁଢୀର୍ ପେଟେ ମଠେ ଅରନ୍ ନାଇଁ ପରବାର୍। ଅଁତି ପୁଟା ଜଲି ପୁଡି ଜଉଛେ ବୋଲି ବୁଢୀ ଖୁବ୍ ଗୁଲଗୁଲା ହେଇକରି କାନ୍ଦି କାନ୍ଦି କହୁଥାଏ ।ପୁଜା ତାର୍ ବେଗ୍ ମୁନାନୁ କିଟ୍ କାଟ୍ ଚକଲେଟ୍ ଗୁଟେ ବାହାର୍ କଲା ଆର୍ ସିମା କେକ୍ ଗୁଟେ ବାହାର୍ କରି ବୁଢିକେ ଦେଲେ । ବୁଢୀ କାନ୍ଦି କାନ୍ଦି କହେଲା ମକେ ଇନ୍ତାଟା ମନେ ପେଟ୍ କେ ନାଇଁ ଜାଏରେ ପୁତା ପାରୁଛ ବେଲେ ଅରନ୍ ଲିତା ମଠେକ୍ ଦିଏ ଖୁବ୍ ଦିନ୍ ହେଲା ଖାଏବାର୍ ନାଇଁ । ବୁଢୀର୍ ଦିହିନେ ସକତ୍ ଭି ନାଇଁ ଥାଇ ବନେକରି ଉଠି ନାଇଁ ପାରୁଥାଇ । ସିମା କେକ୍ କେ ଫାଡିକରି ବୁଢୀକେ ଖୁଆଇଦେଲା ।ବୁଢୀର୍ ଟୁଣଁକେ ଖଣେକ୍ ମଧୁର୍ ମଧୁର୍ ଲାଗ୍ଲା ଜେ ତିନ୍ ପୁଡିଆ କେକ୍ ଖାଇଦେଲା । ବୁଢୀର୍ ପେଟ୍ କେ ଖାନା ଖଣେକ୍ ଗଲାକେ ଜୀବନ୍ ପାହାଁଲ୍ଲା ବାଗିର୍ ଲାଗ୍ଲା । ଦୁହିଜନ୍ ବୁଢୀପାସେ ବସ୍ଲେ ସିମା ବୁଢୀକେ କହେଲା ବୁଢୀମା ତୁଇ କେନ୍ ନୁ ଆଇଛୁ, ତୋର୍ ଲୋକ୍ ବାକ୍ କେନ୍ କେନ୍ ଅଛନ୍ ,ତୁଇ ଇ ଠାନ୍ କେ କେନ୍ତା ଆଏଲୁ ସବୁ ଘଟନା ଆମ୍କେ କହ । ବୁଢୀ ମୋର୍ କିଛୁ ଘଟନା ନାଇଁ ନା ବୋଲି କହେଲା ଫେର୍ ଭି ଦୁହି ଝନ୍ ଖୁବ୍ ଜିଦ୍ କଲେ ସବୁ ଜାନବାକେ । ବୁଢୀ ମୁଲ୍ କଲା ତାର୍ ଜୀବନର୍ ଦରଦ୍ ଭରା କଥା ।

ଜେତେବେଲେ ମକେ ଅଠ୍ର ବଛର୍ ହେଇଥିଲା ମୋର୍ ବିହା ଗୁଟେ ମହାଁଜନ୍ ଘରେ ହେଲା ।ବିହା ଦଶ୍ ବଛର୍ ହେଲା ମାତର୍ ମୋର୍ କୁଲେ ମହାପୁରୁ ଛୁଆଟେ ନେଇ ଦେଲେ ।ଆମର୍ ଘରର୍ ଲୋକ୍ ମକେ ରାୟପୁର ହସପତାଲକେ ନେଲେ ଡାକ୍ଟର୍ ଓଷୋ ପତର୍ ଦେଲେ ଆର୍ କହେଲେ ଥରେକ ଏକା ଇମାନେ ଗର୍ଭବତୀ ହେଇପାରବେ ।ଓଷୋ ପତର୍ ଖାଏଲାକେ ମୋର୍ ଗରଭ୍ ନେ ଢୁଣି ଧର୍ଲା ।ଦିନେକ୍ ମୋର୍ ପେଟ୍ ଖୁବ୍ ଦରଦ୍ ହେଲା ,ଡେଲିଭରି ସମିଆଁ ହେଇଥିଲାନା ।ଖୁବ୍ ପାଏନ୍ ମାରୁଥାଏ ବଡା କଷ୍ଟେ ମଷ୍ଟଟେ ମକେ ହସପତାଲ କେ ନେଲେ ଆର୍ ହେନ ନିନି ଟେ ହେଲା ।

ମୋର୍ ଶାଶ୍ ଝୀ ଟେ ହେଲା ବୋଲି ଜାନ୍ଲାକେ ମୁହୁକେ ତା ଫେସ୍କେଇ ଦେଲେ ଆର୍ ମୋକେ ଖୁବ୍ ଗାଏଲେ ଦେଲେ କେନ୍ତା କାଲ୍ ମୁହିଁ ଟେ ମୋର୍ ଘରକେ ଆଏଲା ଜେ ମୋର୍ ବଁଶ ବଢିଗଲା ।ନାତି ପିଲାଗୁଟେ ହେଇଥିଲେ ମୋର୍ ବଁଶ୍ ଉଜଲ୍ ହେଇଥିତା ବୋଲି ମକେ ଖୁବ୍ କଥା ସୁନାଲେ ଆର୍ ଆମର୍ ଘରର୍ ହରିଆ କେ ଭି କହେଲେ । ମୁଇଁ ହସପତାଲର୍ ଖଟେ ସୁଇକରି ସବୁ ସୁନୁ ଥାଏଁ ଆଏଖ୍ ନୁ ସରାବନର୍ ଝକେର୍ ନିଥ୍ରି ଜଉଥାଏ ।

ହସପତାଲନୁ ଘର୍ କେ ଆଏନୁ ମୋର୍ ଶାଶ୍ ଝୀ କେ ଛିଉ ଭି ନାଇଁ ଥାଇ ସବୁ ବେଲେ ମୋର୍ ଉପ୍ରେ ରିସ୍ମି ହେଉଥାଅନ। ଝୀ କେ ଗୁଧା ପୁଧା ,ସେକା ପୁଛା ଖଣେକ୍ ଭି ନାଇଁ କରୁଥାଇ ମୁଇଁ ଏକ୍ଲା ଲୋକ୍ ଖୁବ୍ ହରିଏନ୍ ହେଇ ଜାଉଥିନି । ଆମର୍ ଘରର୍ ହରିଆ ଆଏଲାକେ ଇ ସବୁ କଥା କହେନି ଆର୍ ମାଁ ଘରକେ ନେଇ ମଙ୍ଗାଲି । ମୋର୍ ମାଁ ସେବା ଜତନ୍ କଲା । ଝୀ କେ ଏକୁସ୍ ଦିନ୍ ଗଲାକେ ହୋମ୍ ଖଣେକ୍ କର୍ମୁ ବୋଲି ଆମର୍ ଘରର୍ ହରିଆକେ ଖୁବେର୍ ଦେଲାକେ ଇ କଥା ସେ ତାକର୍ ମାଁ କେ କହେଲେ । ମୋର୍ ଶାଶ୍ କାଏଁ ମନତର୍ ମାର୍ଲେ ଜେ ସେ ଏକୁସିଆ ଦିନେ ନାଇଁ ଆଏଲେ । ମୋର୍ ବୁଆ ବାମନ୍ ଗୁଟେ କେ ଡାକିକରି ହୋମ ହୁମା ଖଣେ କରି କରି ଝୀ ର ନାଁ ବର୍ଷା ରଖ୍ନୁ ।

ମାସକେ ଦୁଇ ମାସ୍ କଲା ବର୍ଷାର୍ ବୁଆ ଝୀ କେ ଦେଖବାକେ ନାଇଁ ଆସ୍ଲେ । ଖୁବେର୍ ପଠେଇ ପଠେଇ ହାରି ଗନୁ ଶାଶ୍ ଘରର୍ କିହେ ନାଇଁ ଆସ୍ଲେ ।ବୁଆ ଦିନେକ୍ ଡାକିଗଲେ ତାକର୍ ଘର୍କେ ମୋର୍ ଶାଶ୍ କେତେ ଗାଏଲ୍ ଦେଲେ ତୋର୍ ଝୀ କେ ଆନ୍ଲାକେ ମୋର୍ ବଁଶ୍ ବୁଡି ଗଲା ଆର୍ ମୋର୍ ଦୁଆର୍ କେ ନାଇଁ ସମାଏଁ ହେ କାଲମୁହିଁକେ । ମୋର୍ ଶାଶ୍ ର୍ ବୁଦ୍ଧିନେ ପରିକରି ଆମର୍ ହରିଆର୍ ମୁହଁ ନୁ ପଦେକ୍ କଥା ନେଇଁ ବାହାରୁଥାଇ ।ହେନ୍ତାକେତେ ଦିନ୍ ଗଲା ଉତାରୁ ବର୍ଷାର୍ ବୁଆ ମୋର୍ ଶାଶର୍ ବୁଦ୍ଧିନେ ପରିକରି ଆଉ ଗୁଟେକ୍ ବିହା ହେଲେ ।

ମୁଇଁ ଖୁବ୍ ଗୁଲ୍ ଗୁଲାନେ ଗେଦା ଗୁଟେ ଧରିକରି ଚଲୁଥିନି ।କେତେ ଦିନ୍ ବୁଆ ମା ଉପ୍ରେ ବୋଛ୍ ହେମି ବୋଲି ଗୁଟେ ଗାଁ ନେ ଘର ଗୁଟେ ଭଡ଼ା କରି ସିଲେଇ କାମ୍ କନି ।ଅନେକ୍ ସୁକେକ୍ ମିଲ୍ଲେ ବଡା କଷ୍ଟେ ଦୁହି ମାଁ ଝୀ ଚଲି ଜାଉଥିନୁ । ବର୍ଷାର୍ ବୁଆ ଆର୍ ମାଁ ମୁଇଁ ଗୁଟେ ଲୋକ୍ ହେନି ତାର୍ ସବୁ ଭଲ୍,ମନ୍ଦ,ଦୁକ୍ ଜର୍ ମୁଡନେ ମୁଇଁ ତାର୍ ପାସେ ରାଏତ୍ ସାରା ବସିକରି ସେବା ଯତନ୍ କରୁଥିନି ।ଝୀ ଛୋଟ୍ ନୁ ବଡ଼ ହେଲା ।ପାଠ୍ ସାଟ୍ ମନ୍ ତନ୍ ଦେଇକରି ପଢ୍ଲା ଆର୍ ଗୁଟେ କଲେଜର୍ ଲେକଚର୍ ହେଲା । ବର୍ଷା ଭି ବନେ ବଢ ହେଇ ଜାଇଥାଏନା ସେ ଟୁରାପିଲା ଗୁଟେକେ ମନ୍କେ କରି ବିହା ବରତନ୍ ହେଲା ।ତାର୍ ଘର୍ ସଁସାର୍ ବଢ୍ଲା ନାତି ନାତେନ୍ ହେଲେ ମୋର୍ ଜୁଏଁ ପିଲା ସନେ ଦୁହିଁ ଝନ୍ ସହର୍ ନେ ରହେଲେ ଆର୍ ମକେ ଘର୍ ଗୁଟେ ଭଡାକରି ଖାନା ପିନାର୍ ଭି ଠିକ୍ କରିଦେଲେ । ମାସ୍କେ ଥରେ ବର୍ଷା ମକେ ଦେଖି ଆସୁଥାଏ ଆର୍ ଘର୍ ମାଲିକ୍ କେ ଖାନା ପିନା ରହେନା ପଏସା ଦେଇକରି ଜାଏଁ ହେନ୍ତା ଚାଏର୍ ପାଂଚ ବଛର୍ ଆଏଲା ଫେର୍ ସେ ଆର୍ ନାଇଁ ଆଏଲାନା କାଏଁ ହେଲାଜେ ମୁଇଁ କେତେ ନୁରି ଖୁଜି ଦେଖ୍ନି ଖୁବେର୍ ବାର୍ତା ପଠେଇ ଦେଖ୍ନି କିଛୁ ଲାଭ୍ ନେଇ ହେଲା । ଘର୍ ମାଲିକ୍ ଘରୁନ ବାହାର୍ କରିଦେଲା ।ହାତେ ଅନେକ୍ ନେଇଁ ବୁଦ୍ଧିନାଇଁ ଦିସ୍ଲା ଭାତ୍ ମୁଠେକ୍ ଲାଗି ଲଲେଇ ହେଇ ଦେଖ୍ଲି ଇ ଘର୍ ସେ ଦୁଆର୍ କିଛି ନାଇଁ ମିଲ୍ଲା ଗୁଡେ ସକତ୍ ନେଇ ଜେ କେନ୍ କେ ଚାଲିବୁଲି ନାଇଁ ପାର୍ଲୀ ଇନ୍ ଆସିକରି ବସିଛେ ।

ବୁଢୀର୍ ସବୁ କଥା ସୁନ୍ଲେ ପୁଜା ଆର୍ ସୀମା କାଏଲ୍ ସକାଲେ ଆମେ ହୋଷ୍ଟେଲ୍ ନୁ ଘରକେ ଜିମୁ ଜେ ତକେ ନେମୁ ବଏଲେ ଆର୍ ବୁଢୀ ଲାଗି ଖାନା ଟିକେ ଆନିଦେଲେ । ବୁଢୀ ଭାତ୍ ମୁଠେକ୍ ଖାଏଲା ଆର୍ ଗଛ୍ ତଲେ ସୁଇ ଦେଲା । ବର୍ଷା ପାଏନ୍ ପରି ପରି ବୁଢୀ ଥୁର୍ ଥୁରୁ ଥାଏ ଜର୍ ଭି ଦେହେ ଜମକ୍ ।

ପୁଜା ଆର୍ ସୀମା ଇ ବୁଢୀର୍ କଥା ତାକର୍ ହୋଷ୍ଟେଲ୍ ର୍ ମେମ୍ କେ କହେଲେ ସେ ଭି ବୁଢୀ କେ ଦେଖବାକେ ଜିମି କହେଲେ । ସକାଲ୍ ପାଏଲା ପୁଜା, ସୀମା ସନେ ମ୍ଯାମ୍ ଭି ବୁଢୀ ପାସ୍କେ ଆଏଲେ ବୁଢୀ ସାଲ୍ ଗୁଟେ ଗୁଟୁଲ୍ ମୁଟୁଲ୍ ହେଇଥାଏ । ‌ପୁଜା ବୁଢୀ ମାଁ ଉଠ୍ ବୋଲି କେତେ ଡାକ୍ଲା ମାତର୍ ବୁଢୀ ଉଁ ଚୁ ନେଇଁ କରୁଥେଇ ଫେର୍ ତାର୍ ଦିହି ନୁ ସୀମା ସାଲ୍ କେ ହିଟେଇ ଦେଲାକେ ବୁଢୀର୍ ମୁହୁଁକେ ଦେଖିକରି ମେମ୍ ଦୁଇ ପାହାଁ ପଛକେ ପଲାଲେ, ଆଏଁଖ୍ ନୁ ଲୁହୁ ବାହାରି ଗଲା "ମାଁ "ବୋଲି ଚିହିଁକି ଦେଲେ ହେତକି ବେଲେ ବୁଢୀ ଆଏଁଖ୍ ଲିମି ଦେଇଥିଲାନା ।


Rate this content
Log in

Similar oriya story from Tragedy