STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଲହୁ

ଲହୁ

1 min
15.2K


ସେଇଟା ଥିଲା ମାମାର ଲାଷ୍ଟ୍‌ କଲ। ସେ କିନ୍ତୁ ଆଦୌ ଜାଣିପାରି ନଥଲା ! କି ଟିକେି ବିଠଉରାଇ ପାରିନ ଥଲା। ସେଦନି ସକାଳେ ମାମା କୁ କିଏ ଜଣେ ଦେଖୀବାକୁ ଆସଥିଲେ। ସେ ରାଗି କି ପଚାରଥିଲା ସେଇକଥା । ମାମା ତାଙ୍କୁ ମନାକରି ଦେଇଥିବାର କହିଲା। ସେ କିଛିଟା ଆଶ୍ୱସ୍ତ ହେଲା। ହେଲେ ବି

କାହକିଁ କେଜାଣି ଖୁବ କାନ୍ଦୁଥିଲା ସେଦିନ। ଶିହିରି ଉଠଥିଲା ଗୋଟେ ଅଜଣା ଭୟରେ। ମାମା ବୁଝେଇଥଲା - ‘ଛି ... ପୁଅମାନେ କ’ଣ କାନ୍ଦନ୍ତି! ମୋ ସନାଟା ପୁରା! କାନ୍ଦିନି ଡରନ, ମୁଁ ତୁମର ...କେବଳ ତମରୁ ...!’

ମାମାର ଆଶ୍ୱାସନାରେ ସେ ଶାନ୍ତହେଲା। ବଝୁଗଲା ସୁନ ପିଲାଟେ ପରି ମାମାର କଅଳ କଥାରେ। ସେଦିନଠାରୁକନ୍ତିୁ ମାମାର ମୋବାଇଲ୍‌ ସ୍ୱଚିଡ୍‌ ଅଫ୍‌ ଆଜକିୁଚାରିବର୍ଷହେଲା!!

ତା’ପରେ ଅନେକ ଝଡ଼ଝଞ୍ଜା। ଭଲ ଦରମାର ସରକାରୀ ଚାକରିରିୁହଠାତ୍‌ ରଜାଇନି୍‌ କରିବା , ନଜରି ଅତପ୍ରିୟି ସହର ଛାଡ଼ବି ଏବଂ ଆହରିଅନେକ ଇତିହାସ ... ସବୁକିଛି ତା’ ପରେ ପରେ...! ସେ ପ୍ରକୃତରେ ଜୀବନକୁ ଚିହ୍ନିଲା। ଛାତିକୁ ପଥର କରବା ଶିଖିଲା। ଏବେ ଏବେ ସେ ମାମାକୁ ଦେଖେ ଫେସବ୍‌କୁ ରେ। ତା’ ସ୍ୱାମୀ ଓ କୁନି ପଅୁ ସହ! ଉଛୁଳା ଖସୁରି ଫଟୋ। ଏ ଭିତରେ ଟକେି ମୋଟୀ ହୋଇ ସାରିଛି ମାମା। ଲିଙ୍ଗରାଜ ମନ୍ଦିରରେ ସେ ଏବେ ବି ମାମା ପାଇଁ ଦୀପ ଜାଳେ, ତା’ ପରିବାରର ଶାନ୍ତି ମନାସେ। ଆଉ କେବେ ବି କାନ୍ଦିବିନି! ପୁଅମାନେ କ’ଣ କାନ୍ଦନ୍ତି!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics