Akash kumar bhola

Romance

2  

Akash kumar bhola

Romance

ଲଭ ଫ୍ଲାୱାର

ଲଭ ଫ୍ଲାୱାର

1 min
284


"ପ୍ରେମର ସିଂହାସନରେ ଅଭିଷିକ୍ତ ହେଲାପରେ, ନାରୀ କେବଳ ନାରୀ ନୁହେଁ କି ପୁରୁଷ କେବଳ ପୁରୁଷ ନୁହେଁ: ଦୁହେଁ ଅଭିନ୍ନ ଅର୍ଦ୍ଧନାରୀଶ୍ଵରର ଅଭିନ୍ନ ସତ୍ତ। ପାଲଟି ଯାଆନ୍ତି ।" ଅମ୍ବିକେଶ, ଜୀବନରେ ଅଚାନକ ଭାବେ ଶାନ୍ତ ନଦୀରେ ସମୁଦ୍ର ପରି ତରଙ୍ଗ ସୃଷ୍ଟି ହେଲା । ବହୁତ ଦିନରୁ ଚାପି ହୋଇ ରହିଥିବା ଅଗ୍ନି ପିଣ୍ଡୁଳାଟି ପବନର ସ୍ପର୍ଶ ପାଇଁ ଧୂଆଁମୟ ହୋଇ ଉଠିଥିଲା । ଅର୍ପିତାର ପତ୍ର ଥିଲା ।

" ଆରେ ଏତେ ବର୍ଷ ପରେ ଅର୍ପିତା ଏବେ ବି ତାକୁ ଅପେକ୍ଷା କରିଛି । ତା' ହେଲେ ଚିଠି ଦେବାକୁ ଡେରି କାଇଁ କଲା ଯେ ! ସେ ତ ଗୋଟେ ବର୍ଷ ପରେ ଫେରିବାକୁ କହିଥିଲା । କ'ଣ ସେ ବି ତା ପରି ଜିଦ ଧରି ବସିଛି ।


Rate this content
Log in

Similar oriya story from Romance