Nirupama Dehuri

Inspirational

4.0  

Nirupama Dehuri

Inspirational

କାହା କେ ଦେମି ଭୋଟ୍

କାହା କେ ଦେମି ଭୋଟ୍

2 mins
209


ଆମର୍ ଦେଶର୍ ରାଜନୀତି ଭୁଟ୍ ପର୍ ଚାର୍ ସର୍ ଗରମ୍ ଶୁକୁ ବାଈ ବସିଛେ ଦୁଆର୍ ପିଣ୍ଡା ନ ଇ ସମିଆଥି ଭୁଟ୍ ପର୍ ଚାର୍ କରୁଛନ୍ ସରପଞ୍ଚ ପାର୍ ଥି କେ ନଙ୍ଗଲ୍ ଚିହ୍ନା ଥି ଭୁଟ୍ ଦିଅ ।ସେନୁ ଲୋକ୍ ଗୁଟେ ଆଏଲା ଆର୍ ଶୁକୁ ବାଈ କେ କହେଲା ମାମା ଇ ୫୦୦ଟଙ୍କା ରଖିଥା ନଙ୍ଗଲ୍ ଚିହ୍ନେ ଭୁଟ୍ ଦେବୁ ।ଶୁକୁ ବାଈ ଉସତ୍ ମନେ ଧଏଲା ଆର୍ କାନି କପ୍ ଟା ଥି ଗଣ୍ଠାଇ ନେଲା ।ଫେର୍ ଘଡ଼ିଏ ଗଲା ମାଇକ୍ ବାଜ ଲା ସରପଞ୍ଚ ପାର୍ ଥି କେ ଖୁଲା ଛତା ଥି ଭୁଟ୍ ଦିଅ ।ଲୁକ୍ ଟେ ଆଏଲା ଆର୍ କଲେ କରି ମାମା କେ ୫୦୦ ଧରାଇ ଦେଲା ଆର୍ କହେଲା ମାମା ନାଇଁ ପାସରି ବୁ ଇ ଖୁଲା ଛତା କେ ଇ ଚିହ୍ନା ଥି ଭୁଟ୍ ଦେବୁ । ହଁ ରେ ପୁତା ଇ ଚିହ୍ନା ଥି ଭୁଟ୍ ଦେବି ବୋଲି ମାମା ପଏସା ବର୍ କସ୍ କରି ଧଏଲା । ତା'ର ପଛ୍ କେ ଫେର୍ ଦଳେ ଆଏଲେ ସରପଞ୍ଚ ପାର୍ ଥି କେ ଖୁଲା ବହି ଥି ଭୋଟ୍ ଦେଇ ଜୟଯୁକ୍ତ କରୁନ୍ ।ସେ ଭିତରୁ ଥିର୍ କରି ଲୁକ୍ ଟେ ଆଏଲା ଆର୍ ମମାକେ ୩୦୦ ଟଙ୍କା ଧରାଇ ଦେଲା ।ଝିଅ ମାନ୍ ଙ୍କୁ ବିହା କରି ଶୁକୁ ବାଈ ଘରେ ଏକଲା ତାର ଘର୍ ବାଟେ ବିଜେ କି ଫେରାର ଦଳେ ପର୍ ଚାର୍ କରି ଆଏଲେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ କେଟଲି ଚିହ୍ନ ରେ ଭୋଟ୍ ଦେଇ ଜୟଯୁକ୍ତ କରନ୍ତୁ ।ମାମା ରଖିଥା ୫୦୦ କେଟଲି କେ ସୋର୍ କରି କି ଭୁଟ୍ ଦେବୁ ।ଶୁକୁ ବାଈ ଉସତ ହେଇ ମନ୍ କେ ମନ୍ ବଏଲା ଯାହା ବି ହେଉ ଚାର୍ଜ ଟା ଭୁଟ୍ ଲାଗି ପେସା ପାଏଲି ।ରାତିର୍ ୯:୦୦ ବଜେ ମାତ୍ର ଖାଏବି ବଲି ବାହାରୁଛେ ଶୁକୁ ବାଈ । ଗାଁ ରୁ ବସ୍ ଚିହ୍ନା ଥି ଠିଆ ହେଇ ଥିବାର୍ ସମିତି ସଭ୍ୟ ପ୍ରାର୍ଥୀର୍ ଲୁକେ ଡ଼ାକି ଆଏଲେ ଆସ ଭୁଜି ଖାଏବ ଆର୍ ଭୁଟ୍ ଦେବ । ହଡବଡେଇ ଗଲା ଶୁକୁ ବାଈ ବାହାର୍ ଲା ଭୁଜି ଖାଇ ।ଭୁଜି ଖାଇ କରି ସିଧା ମୋର୍ ପାଖ୍ କେ ଆଏଲା ଆର୍ କହେଲା ଦେଖ୍ ତ ବୋ ଚାର୍ ଟା ଭୁଟ୍ ଲାଗି ଚାର୍ ଠାନୁ ପଏସା ପାଇଲି ଫେର୍ ଭୁଜି ଗୁଟେ ଠାନୁ ଖାଇଲି ।କେନ୍ ତା କର୍ ମି । ମୁଇଁ ବେଲି ବାଈ କେନ୍ କେନ୍ ନେ ଭୋଟ୍ ଦେବୁ ।ସେ ବଏଲା ନଙ୍ଗଲ୍ କେ ଦେବି ଗୁଟେ ,ଖୁଲା ଛତା କେ ଦେବି ଗୁଟେ,ଖୁଲା ବହି କେ ଦେବି ଗୁଟେ ଆର୍ କେଟଲି କେ ଦେବି ଗୁଟେ ।ବସ୍ ଟା କେନ୍ ତା କରବି । ମୁଇଁ ବଏଲି ବାଈ ଆମର୍ ନେ ତ ୱଆଡମେମ୍ବର୍, ସରପଞ୍ଚ, ସମିତି ସଭ୍ୟ ଆର୍ ଜିଲ୍ଲା ପରିଷଦ ର ଭୋଟ୍ ହେଉଛେ।ଆର୍ ଖୁଲା ବହି,ଖୁଲା ଛତା, ନଙ୍ଗଲ୍ ସବ୍ ସରପଞ୍ଚ ପ୍ରାର୍ଥୀ ର୍ ଚିହ୍ନା ଆର୍ କେଟଲି ,ବସ୍ ତ ସମିତି ସଭ୍ୟ ର୍ ଚିହ୍ନା ।ସବୁ ଥି ଦେଲେ ତମର୍ ଭୋଟ୍ ନାକଚ୍ ହେବା ।ସବୁ ଥି ରୁ ଗୁଟେ ଗୁଟେ ଚିହ୍ନା ରେ ଭୋଟ୍ ଦେବ ।ସବୁ ଶୁନି କରି ଶୁକୁ ବାଈ ବେଲା ଇ ବୁଆ ମୁଇଁ କାହାକେ ଦେଖି ଭୋଟ୍ ।



Rate this content
Log in

Similar oriya story from Inspirational