STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଈଶ୍ୱର ପ୍ରେମ

ଈଶ୍ୱର ପ୍ରେମ

1 min
351


ଗୋଟେ ଗାଁ ରେ ସୀମା ନାମ ରେ ଗୋଟେ ଝିଅ ଥିଲା। ସେ ଈଶ୍ୱର ଙ୍କୁ ଭାରି ଭଲ ପାଏ। ସେ କେବେ ସାଙ୍ଗ ସାଥି ସହ ମିଶେ ନାହିଁ। ତା ପରିବାର ଲୋକ କଥା ଶୁଣେ ନାହିଁ। 

ସେ ଈଶ୍ୱର ଙ୍କ ପାଇଁ ପିଆଜ,ରସୁଣ,ଆମିଷ ଛାଡି ଦେଲା। ସେ ନିରାମିଷ ଖାଇ ଈଶ୍ୱର ଙ୍କୁ ପ୍ରାଥନା କରେ। ସେ ବିବାହ କରିବାକୁ ମନା କଲା।ତାର ଘର ଲୋକ ତାକୁ ଏକ ଧନୀଘରେ ବାହା କଲେ।ସୀମାର ପୂଜା ତାର ସାଧନା ଦେଖି ସବୁ ମନା 

କଲେ ହେଲେ ସେ ଶୁଣିଲା ନାହିଁ। ସୀମା ର ଶାଶୁ ଘର ଲୋକେ ତାଙ୍କୁ ବହୁତ ଦୁଃଖ ଦେଲେ କିନ୍ତୁ ସେ ହସି

ହସି ସବୁ ସହି ଗଲା।ଶାଶୁ ଘର ଲୋକ ତା ଖାଦ୍ୟ ରେ ବିଷ ଦେଇ ଦେଲେ।ସେ ବିଶ୍ୱାସ ରେ ଖାଇ ଦେଲା।କିନ୍ତୁ ଈଶ୍ୱର ତାର ଭକ୍ତି ଦେଖି ବିଷ କୁ ଅମୃତ କରିଦେଲେ।ପୁଣି ଶାଶୁ ଘର ଲୋକ ତାକୁ ଏକ କୂଅ ରେ ପକାଇ ଦେଲେ। କିନ୍ତୁ ଈଶ୍ୱର ତାକୁ ରକ୍ଷା କଲେ। ସୀମା ସବୁ କଥା ବୁଝି ପାରି ସେ ଗୃହ ତ୍ୟାଗ କଲା।ଶ୍ରୀ ଧାମ ବୃନ୍ଦାବନ ରେ ଯୋଗିନି ହୋଇ ଈଶ୍ୱର ପ୍ରେମ ରେ ରହିଲା।ଶେଷ ସମୟ ରେ ଈଶ୍ୱର ନାମ. ନେଇ. ମୁକ୍ତି ପାଇଲା। ପ୍ରକୃତ ରେ ଯାହାକୁ ଇଶ୍ଵର ରଖିବେ କେହି ତାର କିଛି କରିପାରିବ ନାହିଁ। ଈଶ୍ୱର ପ୍ରେମ ଥିଲେ ଈଶ୍ୱର ଙ୍କୁ ନିଶ୍ଚୟ ପାଇବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational