STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ଗୁରୁ ଓ ଛାତ୍ର

ଗୁରୁ ଓ ଛାତ୍ର

1 min
490

ଗପଟିଏ ପଢ଼ିଥିଲି କେଉଁ ଏକ ୟୁନିଭେର୍ସିଟି ରେ ଛାତ୍ରର କ୍ଲାସ କରିବା ସମୟରେ ଘଣ୍ଟା ଚୋରି କୁ ଧରିବାକୁ ଯାଇ ଶିକ୍ଷକ ସବୁ ଛାତ୍ର ଓ ନିଜ ଆଖିରେ କଳା ପଟି ବାନ୍ଧି ଚୋରି ଘଣ୍ଟା କୁ ପାଇଥିଲେ, ଉଦେଶ୍ୟ ଥିଲା କେହି ନ ଜାଣନ୍ତୁ ଚୋରି କରୁଥିବା ସାଙ୍ଗକୁ ଆଉ ସେ ନିଜେ ଵି ନ ଜାଣନ୍ତୁ, ଯୋଉଁଥିପାଇଁକି ଚୋରି କରିଥିବା ସାଙ୍ଗ ତଥା ଛାତ୍ର ପ୍ରତି ଘୃଣା ମନୋଭାବ ଆସିବ, ଚୋର ଛାତ୍ରଟି କିନ୍ତୁ ଵଦଳିଯାଇ ବଡ଼ମଣିଷ ହେଇପାରିଥିଲା. ହେଲେ ଆଜି କ୍ଲାସରେ ଶହେ ଟଙ୍କା ଚୋରିଯିବା କଥା ଶୁଣି ସେ ଯେବେ କହିଥିଲେ ନଖାଦର୍ପନ ବା କୁଲା ବୁଲା କଲେ ଚୋର ଧରା ପଡ଼ିଯିବ ତ ଖେଳଛୁଟିପରେ ଟଙ୍କା ତ ମିଳିଗଲା ଯଥା ସ୍ଥାନରୁ, ହେଲେ ମୋ ମନ ଘାଣ୍ଟି ହେଉଥିଲା ଅନ୍ଧବିଶ୍ୱାସ ପୂର୍ଣ୍ଣ କଥା ର ସାହାଯ୍ୟ ନେଇଥିବାରୁ, ତ ସେହିକଥା ଗୁରୁଦିବସରେ ନକହି ରହିପାରିନଥିଲି ତ ଛାତ୍ରୀ ଟିଏ ମୋ ଗୋଡ଼ ଧରି ଭୋ ଭୋ କାନ୍ଦି ସେ ଟଙ୍କା ନେଇଥିଲା କହିଥିଲା ତ ତାକୁ କୁଣ୍ଢେଇ ବହେ କାନ୍ଦିଥିଲି, ଆଉ ଯୋଉଦିନ ସେହି ଛାତ୍ରୀ ସ୍କୁଲ ତଥା ବାପା ମା ଙ୍କର ଗୌରବ ବଢ଼ାଇ A+, ଗ୍ରେଡ଼ ପାଇଥିଲା ତ ମୁହିଁ ଖୁସିରେ ପ୍ରଥମେ ମିଠା ବାଣ୍ଟିବାର ଆନନ୍ଦ ଅନୁଭବ କରୁଥିଲି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational