STORYMIRROR

Devipriya Das

Horror Tragedy Action

3  

Devipriya Das

Horror Tragedy Action

ଗର୍ବ ର ଫଳ

ଗର୍ବ ର ଫଳ

2 mins
205

କବିତା ଆଜି ଏକା ବସିଛି ତେଣୁ ତା ଅତୀତ ତା ଆଖି ଆଗରେ ନାଚି ଯାଉଛି। ଅତୀତ କଥା ଭାବି ତା ଆଖିରୁ ଲୁହ ବୋହି ଗଲା। କବିତା ଗୋଟେ ଆଧୁନିକ ଝିଅ ଥିଲା। ବାପାମାଆ ଙ୍କ ର ଏକ ମାତ୍ର ଝିଅ ତେଣୁ ସେ ଭାରି ଗେହ୍ଲା ଥିଲା। ତା ଜନ୍ମ ର ୮ ବର୍ଷ ପରେ ତା ଭାଇ ଜନ୍ମ ହେଲା। ତେଣୁ ସେ ଏତେ ଗେହ୍ଲା ହୋଇଗଲା ଯେ ତା ସ୍ବଭାବ ଭାରି ଜିଦ୍ ଖୋର ଆଉ ଗର୍ବି ହେଇଗଲା । ଛୋଟ ପିଲା ଟା ଆଉ ବଡ ହେଲେ ବଦଳି ଯିବ ଭାବି ତା ବାପାମାଆ ତାକୁ କିଛି ତାଗିଦ୍ କଲେନି। ହେଲେ ତାର ଏ ଅଭ୍ୟାସ ବଢିବଢି ଚାଲିଲା। ତାର ଧନ ଆଉ ସୁନ୍ଦର ଚେହେରା ପାଇଁ ସେ ଗର୍ବ ରେ କାହା ସହ ବେଶି ମିିିଶୁ ନଥିଲା ଆଉ ସେ ଗୋଟେ ଗର୍ବିଝିିଅ ଟି ଯୋଗୁଁ ତା ସାଙ୍ଗରେ ବି କେହି  ମିଶିିିଲେ ନାହିଁ।


ଦିନେ ସେ ଗାଡ଼ି  ନେଇ ଆସୁୁଥିିିଲା ବେଳେ ତା ଗାଡ଼

ପମ୍ପଚର୍ ହୋଇ ଗଲା । ନିଛାଟିଆ ଜଙ୍ଗଲ ପୁୁିଣ ଦ୍ଵିପହର ସମୟ କେହି କୁଆଡେ ନାହାଁନ୍ତି କ'ଣ କରିିବ। ଏତିକି ବେଳେ କିଛି ଦୁଷ୍ଟ ଓ ଅଭଦ୍ର ଯୁବକ ଆସୁଥିଲେ। କବିତା କୁ ଏକା ଦେଖି ତାଙ୍କ ମନରେ ଖରାପ ପ୍ରଲୋଭନ ଜାଗ୍ରତ ହେଲା। ଆଉ ସେ କବିତା ଆଡ଼କୁ ମାଡ଼ି ଆସିିିଲେ ଆଉ କ୍ଷଣକ ଭିତରେ  କବିତା ର ଜୀବନ ଓ  ଭବିଷ୍ୟତ ଅନ୍ଧାର କରି ଦେଲେ। ଆଉ କବିତା କୁ ଖୀନ୍ ଖିନ୍ କରି ପକେଇ ଚାଲିଗଲେ। ଏହି ସମୟରେ କମଲ୍ କଲେଜ ସାରି ଆସୁଥିଲା। ସେ କବିତା କୁ ଏପରି ଅବସ୍ଥାରେ ଦେଖି  ତାକୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇ ଗଲା । ଆଉ  ମେଡିକାଲ। ରୁ କବିତା ର ବାପା ମା ଙ୍କ  ପାଖକୁ। ଖବର ପଠେଇଲା।


କମଲ ହେଉଛି ସେହି ପିଲା ଯିଏ ଦିିିନେେ କବିତା କୁ  ପ୍ରେମ ନିବେଦନ କରିଥିଲା କିନ୍ତୁ ପ୍ରତି ଉତ୍ତର ରେ କବିତା  ତାକୁ ଗରିବ ଓ ଛୋଟ ଲୋକ୍ କହି ଗର୍ବ ରେ। ତାକୁ  ଥାପଡ ମାରି  ଥିଲା। ଆଉ ଯେତେବେଳେ ତା  ହୋସ୍ ଆସିଲା ସେ ନିଜକୁ ଏପରି ଅବସ୍ଥାରେ ଦେଖି ସେ କାନ୍ଦି ପକେେଇଲା। ତା ମାଆ ସବୁକଥା କହିଲେ। କମଲ କବିତା କୁ ଦୁଃଖ କରିବା ପାଇଁ ମନା କଲା । କବିତା ର ମାଁ କାନ୍ଦି କହିଲେ ବାବୁ ରେ ମୋ ଝିଅ ର ସବୁ ସରିଗଲା ଏବେ ତାକୁ କେହି ବାହା ହେବେନିି। କମଲ ଆଶ୍ବାସନା

 ଦେଇ କହିଲା ମାଉସୀ ଚିିନ୍ତା କରନ୍ତୁନି ସବୁ ଠିକ୍ ହୋଇଯିବ। ଆ ଭିତରେ ୨  ବର୍ଷ ପୁରିଲାଣି । ହେଲେ କବିତା ପାଇଁ କିଛି ବି ବାହାଘର ପ୍ରସ୍ତାବ ଆସିଲାନି। ତେଣୁ ତା ପରିବାର ବହୁତ୍ ଚିନ୍ତା ରେ। ହେଲେ ଦିନେ କମଲ କବିତା ସହ ତା ବାହାଘର ପ୍ରସ୍ତାବ ନେଇ ଆସିଲା।

ସେ ଏବେ ପୋଲିସ ଅଧିକାରୀ ଅଛି। କବିତା ଏହା ଦେଖି ଲଜ୍ଜିତ ହେଲା। ଏତିକି ବେଳକୁ କବିତା କୁ ତା ମା  ଡାକିଲେ କବିତା ତା ଅତୀତ ରୁ ଆସିଲା । ତା ମାଆ କହୁଛନ୍ତି ଆଜି ପା ତୋ  ବାହାଘର ଆଉ। ତୁ ଏ ଯାଏଁ ପ୍ରସ୍ତୁତ ହେଇନୁ। କବିତା ତା ଆଖି ରୁ ଲୁୁହ ପୋଛି। କହିଲା ଯାାଉଛି। ତା ମାଆ ସେଠାରୁ ଚାଲି ଗଲେ ପଣ୍ଡିତ। ଡାକିଲେ

 ଵୋଲି। କବିତା ତା ଗର୍ବ ର ଫଳ ସେ ପାଇଛି ବୋଲି ପ୍ରତ୍ସାତାପ କଲା। ତା ଭୁୁ୍ଲ ସେ ବୁଝି ପାରିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror