Devipriya Das

Tragedy Inspirational Children

4.6  

Devipriya Das

Tragedy Inspirational Children

ପିଲାଙ୍କ ତ୍ୟାଗ

ପିଲାଙ୍କ ତ୍ୟାଗ

3 mins
568


ଖାଲି ବଡ଼ ଲୋକ ମାନେ ଯେ କେବଳ ତାଙ୍କର ପିଲାମାନଙ୍କ ପାଇଁ ତ୍ୟାଗ କରନ୍ତି ତା ନୁହେଁ; ପିଲାମାନେ ବି ବହୁତ୍ କିଛି ତ୍ୟାଗ କରନ୍ତି ତାଙ୍କ ପରିବାର ଓ ନିଜ ଲୋକଙ୍କ ପାଇଁ। ଯାହାର ତୁଳନା ନାହିଁ ଯେଉଁ ଠି କିଛି ଛୋଟ ପିଲା ତାଙ୍କ ମାଆ ମାନଙ୍କ ପାଇଁ କରିଛନ୍ତି।

 ମୋହିନୀ ଦେବୀ ଙ୍କ ପରୀକ୍ଷା ୧୫ ଦିନ ପାଇଁ ସୁୁୁଦୁୁର ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଥିଲା। ତାଙ୍କର ଅଢେଇ ବର୍ଷ ର କୁନି ଝିଅଟିଏ। ତାଙ୍କର ସ୍ବାମୀ ପେେଶାରେ ଜଣେ ସରକାରୀ ବ୍ୟାାଙ୍କର ଉଚ୍ଚ ପଦସ୍ଥ କର୍ମଚାରୀ। ତେଣୁ ତାଙ୍କୁ ଦୀର୍ଘ ୧୫ ଦିିନକାଳ ଛୁଟି ନେଇ ତାଙ୍କ ଝିଅ ପାଖରେ ରହିବା 

ସମ୍ଭବ ନୁହେଁ। ତେଣୁ ସ୍ବାମୀ ସ୍ତ୍ରୀ ଦୁହେଁ ନିଷ୍ପତ୍ତି ନେେଲେ

ଝିଅକୁ ତା'ର ମାମୁଁ ଘରେ ଛାଡ଼ିଦେଇ ଆସିବେ। ସେଠାରେ ତାକୁ  ନିଜ ଠୁ ଅଧିକ ଭଲ ପାଉଥିବା ତା ଅଜାଆଈ, ଦୁଇ ମାମୁଁ,  ତା ସବୁଠାରୁ ଅତି ପ୍ରିୟ ସାନ ମାଉସୀ 

(ଯାାାହାାାକୁ ସେ ତା ମାଵାାାପାଙ୍କ ପରେ ଵେେଶି ଭଲ ପାାଏ)

ମାଇଁ ଆଉ ତାାର କୁନି ଗେହ୍ଲା ଭଉଣୀ ଅଛନ୍ତି। ମୋହିନୀ

ଦେବୀ ଙ୍କ ପୁରା ସାହିିି ଓ ଗାଁ ର  ଲୋକ ତାକୁ ଭାରି ଭଲ ପାଆନ୍ତି। କାରଣ ସେ ସମସ୍ତଙ୍କ ସହ ମିଶି ଯାଏ ଆଉ ସମସ୍ତ ଙ୍କ ପାଖକୁ  ଯାାଏ। ଆଉ ସେ ଯେମିତି କାନ୍ଦିବନି

ଆଉ ତା ମାମା କୁ ଝୁୁୁୁୁରିବନି । ସେଥିପାଇଁ ତା'ର

ବଡ଼ ମାଉସୀଙ୍କର ୭ଵରଷର ଝିଅ ବି ଆସିକି ରହିବା ପାଇଁ ରାାାଜିହେଲା।  ସମୟ ପାଖେଇ ଆସିଲା ମୋହିନୀ ଦେବୀଙ୍କର ଆନ୍ଧ୍ର ପ୍ରଦେଶ ଯିବାର। ତେଣୁ ସେ ନିଷ୍ପତ୍ତି ନେଲେ ତାଙ୍କ ଝିଅ କୁ ନେଇ ତାଙ୍କ ଘରେ ତାଙ୍କ ଵିନାା

ତାଙ୍କ ଘର ଲୋକଙ୍କ ସହ ଏକୁଟିଆ ଚଳେେଇବାକୁ।

କାରଣ ତାାଙ୍କ ଝିଅ ଟି ତାଙ୍କ ବିନା ଏକୁଟିଆ ଗୋଟିଏ ଦିନ

ବି କୋଉଠି ରହିନି କେବେ। ତେଣୁ ତାଙ୍କ ସ୍ବାମୀ ଙ୍କ କହିବା ଅନୁଯାୟୀ ତାଙ୍କ ଘରଲୋୋକ ଙ୍କ ସହ ତାକୁ ଚଳିବା ପାଇଁ

କିଛି ଦିନ ଆଗରୁ ସେ ତାଙ୍କ ଘରକୁ ଗଲେ। ସେଠି ସେ 

ତାଙ୍କ ଝିଅ ଠୁ ଦୁରେଇ ତାକୁ ତାଙ୍କ ଘରର ସବୁ ଲୋକ ଙ୍କ

ସହ ରହିବାକୁ ଚେଷ୍ଟା କରୁଥିଲେ।   ସେଥିପାଇଁ  ସେ ତାକୁ  ତାଙ୍କ ନିକଟରୁ ଦୂରରେ ଶୁୁଆଉଥିଲେ। ସବୁଠାରୁ

ବଡ଼ କଷ୍ଟ ହେଲା ତାଙ୍କ ର ସେ ଅଢେଇ ବର୍ଷ ର ଝିଅ ଟି

ଏ ୧୫ ଦିନ ଯେ କେବଳ ତା ମାମାଠାରୁ  କେେବଳନୁହେଁ

ତା ବାବାଙ୍କ ଠାରୁ ବି ତାକୁ ଦୂରରେ ରହିିିଵାାକୁ ପଡିିବ।

କାରଣ ତା ବାବାଙ୍କ ଚାାାକିରି କ୍ଷେତ୍ର କେଉଁଝର 

ଥିଲା। ତେଣୁ ତା ବାବାଙ୍କ ପାଇଁ ସମ୍ଭବ ନୁହେଁ ପ୍ରତିଦିନ 

ଆସି ତାକୁ ଦେଖା କରିବା। କିନ୍ତୁ ତାଙ୍କ ର ସେ କୁୁିନ ଵୁୁୁଝିଲା

ଝିଅଟି ତା ନିଜ ମନକୁ ଵୁଝାାଇ ତା ବାବାମାମାାା ଙ୍କ୍କୁ

ବୁଝାଇ କହୁଛି ବାାଵା ତମେ ଯାଅ ଅଫିସ୍ ଆଉ ମାାାମା

ତୁ ଯା ପରୀକ୍ଷା ଦେେ୍ଵାକୁୁ ମୁଁ ଆଣ୍ଟି ପାାାଖରେେେ 

ରହିିିଯିିଵି। ତୁ ପରୀକ୍ଷା ଦେଇ ଆସିଲେ ମୋତେ ନେଇଯିବୁ।

ଆଉ ଆମେ ଆମ ଘରକୁ ଯିବାଭାରି। ମୋ ଛୁଆଟା

 ସିିିନାା ଆମ ମନ ଦୁଃଖ ହେେେବନି ବୋଲି ଆଉ ଆମକୁ

ବୁଝେଇବା ପାଇଁ ନିଜକୁ ବୁଝେଇବାକୁ ଚେଷ୍ଟା କରୁଥିଲା।

 ହେଲେ ତା ମନ ଭିତରେ ଲୁଚିିଥିବା ଦୁଃଖ ପୁରା ବାହାରକୁ

 ଦିିଶୁଥିଲାା ଜଳଜଳ ହୋଇ। ଯେତେବେଳେ ତା ବାବାମାମା

 ତାାକୁ ତା ମାମୁଁ ଘରେ ଛାାାଡି  ବିଦାୟ ନେବା ପାଇଁ ବାହାାାରିଲେ।  ସେତେବେଳେ ସେ ସମସ୍ତଙ୍କ ପଛପଟେ ଠିଆ ହୋଇ ଲୁଚି କି ଦେଖୁଥିଲା ମନ କୁ ବୁଝେଇ। ଏ ଦୃଶ୍ୟ କୁ ତା ଵାଵା ଓ ମାମା ମନ ପକେଇ ବହୁତ୍ କାନ୍ଦିଲେ।

ତା'ପର ଦିନ ମୋହିନୀ ଦେବୀଙ୍କର ଟ୍ରେନ୍ ଥିଲା। କିନ୍ତୁ ଆନ୍ଧ୍ରପ୍ରଦେଶ  ରେ ବାତ୍ୟା ଗୁଲାଵ ପାଇଁ  ଟ୍ରେେ୍ନ

ବାତିଲ୍ ହୋଇଗଲା। ଏଥିପାଇଁ ବହୁତ୍  ପିଲା ହଇରାଣ

ହେଲେ। ମୋହିନୀ ଦେବୀ ଆଉ ତାଙ୍କ ର ଜଣେ ବନ୍ଧୁ

ବସ୍ ରେ ଵିଜୟୱଆଡା ଯାଏଁ ଗଲେ। ତାଙ୍କର ସେ ବନ୍ଧୁ ବି

ତାଙ୍କର ୩ ବର୍ଷ ର ପୁଅ କୁ ଛାଡି କି ଆସିିିିଥିଲେ। ତେଣୁ

ମୋହିନୀ ଦେବୀ ଆଉ ତାଙ୍କ ବନ୍ଧୁଙ୍କ ମନ ଭାରୀ ଦୁଃଖ ଥିିଲା।  ସେ ବସ୍ ରେ କଥାବାର୍ତ୍ତା ହୋୋଇ ତା'ପର ଦିନ ବିଜୟୱଡା  ରେ ପହଞ୍ଚିଲେ। ସେଠାରେ ଓହ୍ଲାଇ ତାଙ୍କ ନିତକାାମ୍ୟ ସାରି ଜଳଖିଆ ଖାଇ ସେଠାରୁ ଆଉ ଗୋଟେ

ବସ୍ ରେ ମାର୍କାପୁରମ୍ ଵହାାାରିଲେ। ସେଠାରେ ସେ ପହଞ୍ଚି

ହଷ୍ଟେଲରେ ଗାଧୋଇ ଖାଇପିଇ ତାଙ୍କ ପରୀକ୍ଷା କେନ୍ଦ୍ର କୁ

ଯିବାର ଥିଲା। ହେଲେେ ବିଡ଼ମ୍ବନାର ବିଷୟ ହେଉଛି ସେ

ବସ୍ ଟି ବହୁତ୍ ଡେରି ରେ ମାର୍କାାପୁରମ୍ ରେ ପହଞ୍ଚିଲା।

ତେଣୁ ସେମାନେ ବାଧ୍ୟ ହୋଇ ସେଠାରୁ ଗୋଟିଏ ଅଟୋ

ଯୋଗେ ତାଙ୍କ ପରୀକ୍ଷା କେନ୍ଦ୍ର ଇରାଗୁଣ୍ଡାା ପାଲାମ୍ ରେ ପହଞ୍ଚିଲେ।  ସେଠାରେ ସେ ପରୀକ୍ଷା ଦେଇ ଆସିଲେ

ହଷ୍ଟେଲ। ଦୁଇ ଜଣ ମହିଳା କେତେ କଷ୍ଟ କରି ତାଙ୍କ ପରୀକ୍ଷା କେନ୍ଦ୍ର  ରେ ପହଞ୍ଚିଲେ ତାାାାହାର କଳନା ନାହିଁ।

ଏପଟେ ଛୁୁଆ କୁ ଛାଡି କି ଯିବା ଦୁଃଖ ସେପଟେ ଏତେ

ଅସୁବିଧାା। ସେମାନେ ହଷ୍ଟେଲରେ ତାଙ୍କ ପରି ଆହୁରି ମାଆଙ୍କ ସହ ରହିଲେ  ଯେଉଁ ମାନେ ବି ତାଙ୍କ ପିଲାଙ୍କକୁୁ

ଛାଡି କି ଆସିଥିଲେ। ଏଠାରେ କେବଳ ମାଆମାନେ ପରୀକ୍ଷା ଦେଉ ନଥିଲେ। ତାଙ୍କ ସହ ତାଙ୍କର ଆଖୀୀୀର ତାରା ପିଲାମାନେ ବି ପରୀକ୍ଷା   ଦେେଉଥିଲେ ତାଙ୍କ

 ମାଆ ଙ୍କ ପାଇଁ ତାଙ୍କ।ର  ପନ୍ଦର ଦିନର ସମସ୍ତ ଖୁସି ଓ ମଜା ତ୍ୟାଗ କରିଦେେଇଥିଲେେ କହିଲେ ଭୁୁଲ୍ ହେେବନି।

ମାଆ ମାନଙ୍କ ପରୀକ୍ଷା ସରିିଗଲା ଯେେେତେବେଳେ ସେ ତାଙ୍କ ପିିିଲାଙ୍କ  ପାଖକୁ ଆସିିିବେ ଯାାଣିଲେ ସେତେବେଳେ

ତାଙ୍କର ଖୁସିରେ ଆଖିରେ ଲୁହ ଆସିଗଲା। ମୋୋିନୀ ଦେବୀଙ୍କର ଯେଉଁ ବନ୍ଧୁ ତାଙ୍କ ସହ ଯାଇଥିଲେ। ସେ ଯେତେବେଳେ ତାଙ୍କ ପୁଅ କୁ କହିଲେ ମୁଁ କାଲି ତୋ ପାଖରେ ପହଞ୍ଚି ଯିବି। କେଜାଣି ସେ ୩ ବର୍ଷ ର ପୁଅ ଟି

କ'ଣ ଭାବିଲା ସେତେବେଳେ ତା ଆଖି ରୁ ଲୁହ ଆସିଗଲା। ଯେଉଁଥିପାଇଁ ମୋହିନୀ ଦେବୀ ଙ୍କ ବନ୍ଧୁ ଙ୍କ ଆଖିରେ ଲୁହ ଆସିବା ସହ ତାଙ୍କର ସମସ୍ତ ସହପାଠୀନି ମାନଙ୍କ ଆଖିରେ

ଲୁହ ମଧ୍ୟ ଆସିଗଲା। ସତରେ ଭାରି କଷ୍ଟ ଦାାୟକ ଥିଲା

ସେ ପନ୍ଦର ଦିନ। ମୋହିନୀଦେବି ଓଡ଼ିଶାରେ ପହଞ୍ଚି ତାଙ୍କ

ଝିଅ ପାଖକୁ ଧାଇଁ ଲେ। ଆଉ ନିଜ ଝିଅ କୁ ଯାାାବୁଡ

 ଧରି ବହୁତ୍ କାନ୍ଦିଲେ। ଆଉ ସେ କୁୁନି ଝିଅ ଟି ତାଙ୍କ ଆଖିରୁ

ଲୁହ ପୋଛିଦେଇ ତା ମାମା ଙ୍କୁ ଗେେଲ କଲା ବହୁତ୍ ସାରା। ମୋହିନୀ ଦେବୀ ତାଙ୍କ ପାଇଁ ଏତେ ତ୍ୟାଗ କରିଥିବାରୁ ସେ ତାଙ୍କ ଝିଅ, ସ୍ବାମୀ, ପରିବାର ଲୋକ ଙ୍କୁ ଓ ତାଙ୍କ ପଡୋଶୀ ଓ ଗ୍ରାମ ଲୋକଙ୍କୁ  ବହୁତ୍ ଧନ୍ୟବାଦ୍ ଦେଲେ ଯେଉଁ ମାନେ ତାଙ୍କ ଅନୁପସ୍ଥିତିରେ ତାଙ୍କର ଏ କୁୁନି ଝିଅ କୁ ବହୁତ୍ 

ସାରା ଭଲପାଇବା ଦେଇଥିବାରୁ। 



Rate this content
Log in

Similar oriya story from Tragedy