STORYMIRROR

Devipriya Das

Horror Tragedy Action

2  

Devipriya Das

Horror Tragedy Action

ଶତ୍ରୁ ଠାରୁ ହାତେ ମାପି ଚାଖଣ୍ଡେ

ଶତ୍ରୁ ଠାରୁ ହାତେ ମାପି ଚାଖଣ୍ଡେ

1 min
138

ଅଭିଳାଷ ଆଜି କଲେଜ ଯାଇପାରୁନି କାରଣ ତା ଗୋଡହାତ ଦୁର୍ଘଟଣା ରେ ଭାଂଗି ଯାଇଛି। ତେଣୁ ସେ ତା ସାଙ୍ଗ ଆଶିଷ୍ କୁ କଲେଜ ରେ ଯାହା ପଢା ହେବ ତାକୁ ବୁଝେଇବ ଆଉ ନୋଟ୍ ଦେବାପାଇଁ। ଆଉ ଆଶିଷ୍ ରାଜି ହେଇଛି। ଅଭିଳାଷ କଲେଜ୍ ର ଭଲ ଛାତ୍ର ସେଥିପାଇଁ ତାକୁ ଅଧ୍ୟାପକ ଠୁ ତା ଶ୍ରେଣି ର ସମସ୍ତେ ପସନ୍ଦ କରନ୍ତି। ତାର ବ୍ୟବହାର ବି ବହୁତ୍ ଭଲ। ସରଳ ଓ ନିଷ୍କପଟ ପିଲାଟି। ସେ ତା ଶ୍ରେଣିରେ ପ୍ରଥମ ହୁଏ ଆଉ ଆଶିଷ୍ ଦ୍ବିତୀୟ। ଆଶିଷ ଯେତେ ଚେଷ୍ଟା କରେ ସେ କେବେ ବି ଅଭିଳାଷ କୁ କାଟି ପ୍ରଥମ ହୋଇ ପାରେନା। ସେ ଅଭିଳାଷ ସହ ଭଲରେ ସାଙ୍ଗ ହେଲେ ବି ସେ ଅଭିଳାଷ ପ୍ରତି ତା 

 ମନରେ ବହୁତ୍ ରାଗ ଥାଏ। ହେଲେ କେବେ ପ୍ରକାଶ

କରିନି।  ତେଣୁ ଅଭିିିଳାଷ କେବେ ତାକୁ ତା ଏ ଶତ୍ରୁତା 

ପ୍ରକୁତି ଦେଖି ନି। ଅଭିଳାଷ ର ଆଶିଷ କୁ ଏ ସମୟରେ

 ସାହାଯ୍ୟ ମାଗିବାରୁ ଆଶିଷ କୁ ଗୋଟିଏ ସୁୁୋଗଯ ମିଳିଲା

  ଆଶିଷ ପ୍ରତି ତା ଶତ୍ରୁ ତା ପୂରଣ କରିବାକୁ।  ତେଣୁ

ସେ ଶ୍ରେଣୀ ରେ ଯାହା ପଢା ହୁଏ ତା ବିପରିତ ଟା  ତାକୁ

ସେ ସବୁଦିନ କହିଲା। ଅଭିଳାଷ ର ସଂଦେହ ହେଲା।

ସେ ତା ଜଣେ ଅଧ୍ୟାପକ ଙ୍କୁ ଫୋନ କରି ଏ ସବୁ ବିଷୟରେ

ତାଙ୍କ ଠୁ ସବୁ ସଠିକ୍ ଟା ଵୁୁଝିିଲା। ସେ ଆଶିଷ କଥା 

ଅଧ୍ୟାପକ ଙ୍କୁ କହିଲା। ଅଧ୍ୟାପକ ତାକୁ ବୁଝେଇଲି ଦେଖ୍

ତୁ ତାକୁ ସବୁବେଳେ ପରୀକ୍ଷା ରେ ପଛରେ ପକେଇ ଦେଉଛୁ। ସେଥିପାଇଁ ସେ ଏମିତି କରୁଥିିବ। ମୁୁଁହ ଆଗରେ

ସିିିଧା କହୁଥିବା  ଲୋକ କେବେ ଶତ୍ରୁତା କରେନି। କିନ୍ତୁ କିନ୍ତୁ

ଆଗରେ ଭଲେଇ ହେଇ ଏଠି ଛୁରୀ ଭୁଷି ହତ୍ୟା କଲାବାଲା

ବହୁତ୍ ତେଣୁ ଏପରି ଲୋକ ଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror