STORYMIRROR

Sunanda Mohanty

Drama Tragedy Classics

3  

Sunanda Mohanty

Drama Tragedy Classics

ଗର୍ବ ହୁଏ ଖର୍ବ

ଗର୍ବ ହୁଏ ଖର୍ବ

1 min
248

  ଗର୍ବ କରି ଠେକୁଆ ହାରିଯାଇଥିବା ଗଳ୍ପ ସମେସ୍ତେ ଜାଣନ୍ତି, କଇଁଛ ତାର ନିଷ୍ଠା ଆଉ ଧର୍ଯ୍ୟ ବଳରେ ଗତିଶୀଳ ଠେକୁଆ କୁ ହରେଇ ବି ଗର୍ବ କରିନଥିଲା,' ଗର୍ବେ ହତ ଲଙ୍କା 'ରାବଣ ମହାପ୍ରତାପୀ ହେଲେ ବି ଗର୍ବ କାରଣ ରୁ ଲଙ୍କା ଧ୍ବଂସ ହୋଇଥିଲା 

   ଗୋପାଳ ବାବୁ ମନେ ମନେ ଗର୍ବ କରୁଥିଲେ ପୁଅ ବାହାଘର ଏମିତି କରିବେ ଯେମିତି ଆଜିଯାଏଁ କେହି ଏ ପାଞ୍ଚଖଣ୍ଡ ଗାଁ ରେ କରିନାହାନ୍ତି ତ ମାଂସ, ସାଜସଜ୍ଜା ଫୋଟୋ, ମକଟେଲ, ଡାନ୍ସ ପାର୍ଟି କ୍ନୁ ସବୁ କାହାକୁ ପଚାଶ, କାହାକୁ ଅଶୀ, କାହାକୁ ଷାଠିଏ, ଏମିତି ବହିନା ଦେଇସାରି ନିଶ ରେ ହାତ ମାରୁଥିଲେ, ହେଲେ ଫନୀ ଯୋଗୁଁ ସବୁ ଠପ, ପ୍ରକାଶିତ ଦାମିକା ନିମନ୍ତ୍ରଣ ପତ୍ର ବି ହସୁଥିଲା ସତେ, ସେ କିନ୍ତୁ କହୁଥିଲେ, ଦୈବ ଦୁର୍ବିପାକ କୁ ହାତ କାହାର !

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama