STORYMIRROR

Sunanda Mohanty

Drama Action Inspirational

2  

Sunanda Mohanty

Drama Action Inspirational

ଭାଇ

ଭାଇ

1 min
12

ରାକ୍ଷୀ ପୂର୍ଣ୍ଣମୀରେ ଭାଇ କଥା ବହୁତ ମନେ ପଡୁଥିଲା, ପିଲାଦିନେ ତା ନଖ କାଟିବାକୁ ଯାଇ ହାତ କଟିଯାଇଥିଲା ତ ତା ହାତକୁ ପାଟିରେ ଚାପି ଚଣ୍ଡୀ ମନ୍ଦିର ଦଉଡି ଯାଇ ଅଧିଆ ପଡ଼ିଥିଲି । ରକ୍ତ ବୋହିବା ବନ୍ଦ ହେବାପରେ କାନ୍ଦି କାନ୍ଦି ଘରକୁ ଫେରିଥିଲି।


ଦାଣ୍ଡଦୁଆରେ କଲିଙ୍ଗ ବେଲ ଶୁଣି ଖୋଲି ଦେଖେତ ମୋ ଭାଇ, ଅପା ତୋ ପାଇଁ ଶାଢ଼ୀ ଆଣିଛି ଦେଖିଲୁ ପସନ୍ଦ ହେବ ତ...! ମୋ ଗୋଡ଼ ପାଞ୍ଚ ହାତରେ ପଡୁଥିଲା ରୋଷେଇ ଘର ଆଡକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama