Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sunanda Mohanty

Tragedy Action Inspirational

2  

Sunanda Mohanty

Tragedy Action Inspirational

ଭାଇ ଭଉଣୀ

ଭାଇ ଭଉଣୀ

1 min
5


ବାପା ସକାଳୁ ସକାଳୁ ଭୋ ଭୋ ହୋଇ କାନ୍ଦୁଥିଲେ । ବୁଝୁ ବୁଝୁ ରାକ୍ଷୀ ବନ୍ଧନ ଦିନ ରାକ୍ଷୀ ନହେଲେ ବି ତାଙ୍କ ବଡ ଭଉଣୀ ତାଙ୍କ ପାଇଁ କେବେ ହବିଷ ଭାତ ଡାଲମା ତ କେବେ କାକେରା ତ କେବେ ଆରିଷା ପିଠା ନେଇକି ଆସେ । ହେଲେ ଏ ବର୍ଷ ସେ ସ୍ୱର୍ଗାରୋହଣ କରିସାରିଛି ।

ବୋଉ ବୁଝାଉ ଥିଲା ଆଉ ନାତୁଣୀ ପଠେଇଥିବା ରାକ୍ଷୀଟିକୁ ପିନ୍ଧେଇ ଦେଇଥିଲା ବାପାଙ୍କ ହାତରେ ।


Rate this content
Log in

More oriya story from Sunanda Mohanty

Similar oriya story from Tragedy