Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Sunanda Mohanty

Tragedy Action Inspirational


2  

Sunanda Mohanty

Tragedy Action Inspirational


ଭାଇ ଭଉଣୀ

ଭାଇ ଭଉଣୀ

1 min 5 1 min 5

ବାପା ସକାଳୁ ସକାଳୁ ଭୋ ଭୋ ହୋଇ କାନ୍ଦୁଥିଲେ । ବୁଝୁ ବୁଝୁ ରାକ୍ଷୀ ବନ୍ଧନ ଦିନ ରାକ୍ଷୀ ନହେଲେ ବି ତାଙ୍କ ବଡ ଭଉଣୀ ତାଙ୍କ ପାଇଁ କେବେ ହବିଷ ଭାତ ଡାଲମା ତ କେବେ କାକେରା ତ କେବେ ଆରିଷା ପିଠା ନେଇକି ଆସେ । ହେଲେ ଏ ବର୍ଷ ସେ ସ୍ୱର୍ଗାରୋହଣ କରିସାରିଛି ।

ବୋଉ ବୁଝାଉ ଥିଲା ଆଉ ନାତୁଣୀ ପଠେଇଥିବା ରାକ୍ଷୀଟିକୁ ପିନ୍ଧେଇ ଦେଇଥିଲା ବାପାଙ୍କ ହାତରେ ।


Rate this content
Log in

More oriya story from Sunanda Mohanty

Similar oriya story from Tragedy