Sunanda Mohanty

Abstract Drama Children


2  

Sunanda Mohanty

Abstract Drama Children


ବଡ ଅପା

ବଡ ଅପା

1 min 1 1 min 1

ଆଜି ରାକ୍ଷୀ ପୂର୍ଣ୍ଣମୀରେ ଦୁଇ ଛୋଟ ଭାଇଙ୍କ ସଙ୍ଗେ ଘଟିଥିବା କେତେ ସ୍ମୃତି ମନେ ପଡି ଯାଉଛି । ସେଇ ସ୍ମୃତି ଭିତରୁ ତୃତୀୟ ଶ୍ରେଣୀରୁ ବଡ଼ଅପା ବନିଥିବାର ସ୍ମୃତି ଅଲଗା ଥିଲା । ଦୁହିଁଙ୍କ ଲାଳନ ପାଳନରୁ କିଛି ମୋ ଉପରେ ବି ଥିଲା । ବଡଭାଇ ଟିର ନଖ କାଟି ଚଣ୍ଡୀ ମନ୍ଦିରରେ ଅଧିଆ ପଡିବା ଓ ସାନଭାଇଟିକୁ ଭାତ ଗୁଣ୍ଡା ନଗିଳୁ ଥିବାରୁ ତଣ୍ଟି ଭିତର ଯାଏଁ ହାତ ପୁରେଇ କାନ୍ଦିକାନ୍ଦି ଗଡିଥିବା ଦୃଶ୍ୟ ମନେ ପଡିଯାଉଛି । ସେଇ ସ୍ମୃତିକୁ ମନେ ପକାଇ ଆଜି ଚଉରାମୂଳେ ଦୁହିଁଙ୍କ ପାଇଁ ଶୁଭମନାସୁ ଥିଲି ।


Rate this content
Log in

More oriya story from Sunanda Mohanty

Similar oriya story from Abstract