STORYMIRROR

Parbati Pradhan

Abstract Inspirational Others

4.5  

Parbati Pradhan

Abstract Inspirational Others

ବାର୍ଦ୍ଧକ୍ୟ ଭର୍ତ୍ତା

ବାର୍ଦ୍ଧକ୍ୟ ଭର୍ତ୍ତା

5 mins
395


ବୋଉ ବାପାଙ୍କୁ କହିଦେବୁ ମୋ ଜୋତା ହଳକ ମନେ କରି ପଲିସ କରି ଆଣିବେ ମୋର କଲି ଅଫିସ ରେ ପାଟି ଅଛି କହିଦେଇ ସୁବ୍ରତ ବାହାରି ପଡିଲା ଅଫିସ l ହେଇଟି ଶୁଣୁଛ ସୁବ୍ରତ ବାପା ପୁଅର କାଲି ଅଫିସ ରେ କୁଆଡେ ପାଟି ଅଛି ସେ ଅଫିସ ଗଲାବେଳେ କହିଯାଇଥିଲା ତାର ଜୋତା ହଳକ ପଲିସ କରି ଆଣିବା ପାଇଁ ତୁମେ ବଜାର ଗଲାବେଳେ ମନେ କରି ନେଇଯିବ ହଉ ହେଲା ମୁଁ ଏଇନା ନେଇକି ଯାଉଛି କହି ବାହାରି ପଡିଲେ ବଜାର l


        ସୁବ୍ରତ ରେଡି ହେଉଥାଏ ପାଟିକି ଯିବାକୁ ବୋଉ ମୋ ଜୋତା ଆରେ ସେଇ ପୁରୁଣା ଷ୍ଟାଣ୍ଡ ଉପରେ ରଖିଦେଇଛି କାଢ଼ି ନେଇଯା

              ସୁବ୍ରତ ବେସ୍ତହୋଇ ଡାକ ପକାଉଥାଏ ବୋଉ ବୋଉ ଦେଖିଲୁ ମୁଁ ଦୌଡ଼ି ଯାଇ ଦେଖେ ହାତରେ ସେଇ ଜୋତା କଣ ହେଲା କହ ବାପାଙ୍କୁ କେତେଥର ମନା କରିଛି ସେଇ ବୁଢା ପାଖକୁ କେବେ ଜୋତା ପଲିସ କରି ନଯିବା ପାଇଁ କାହିଁକି ସେ ସେଠିକୁ ଯାଉଛନ୍ତି ଗଲାଥର ଜୋତାଟିକୁ ଏମିତି ଭାବେ ସିଲେଇ କରିଥିଲା ଯେ ଦେଢ଼ ଦେଢ଼ ହଜାର ଟଙ୍କା ର ଜୋତା ଟା ପୁରା ନଷ୍ଟ କରିଦେଇଥିଲା ଏଥର ଦେଖେ ଜୋତାକୁ କିଭଳି ପଲିସ କରିଛିଯେ ଟିକେ ଟିକେ ଵି ଧୂଳି ଛାଡ଼ିନି ଆଉ ଫିତା ଦୁଇଟିକୁ କୁଆଡେ ହଜାଇ ଦେଇଛି ବୁଝାଇ ସୁଝାଇ ପୁଅକୁ ଚାଡ଼ିଦେଲି

  

           ତୁମେ କିଭଳିଆ ଲୋକ କିହୋ ବାର ବାର ମନା କଲା ପରେ ତୁମେ ସେଇ ଲୋକ ପାଖକୁ ଯାଉଛ ଆଉ କଣ କିଛି ଦୋକାନ ନାହିଁ କି ସେ ବୁଢ଼ା ସହିତ ତୁମର ସମ୍ପର୍କ କଣ ତା ପାଇଁ ଏତେ ଦରଦ କାହିଁକି ତୁମର ନିଅ ଏଇ ଜିତା ଯାଅ ତାକୁ ଦେଖାଇ ବ ଆଉ ଜୋତା ବାବଦକୁ ଦେଇଥିବା ଟଙ୍କା ନେଇ ଆସିବ ହଉ ମୁଁ ଯାଉଛି କହି ବାହାରି ପଡିଲେ ସୁବ୍ରତ ର ବାପା

        

               କିଛି ଘର ସାମଗ୍ରୀ ଆଣିବା ପାଇଁ ମୁଁ ଚିଠା ଆଣିବାକୁ ଗଲାବେଳେ ଦେଖିଲି ଖାଲି ଚିଠା ଟା ଥୁଆହୋଇଛି କିନ୍ତୁ ଟଙ୍କା ନାହିଁ ମୁଁ ଘର ସାରା ଖୋଜି ଖୋଜି ହତାଶ ହେଲେ ଟଙ୍କା ମିଳିଲାନି ହେଲେ ଘର ଭିତରୁ ଟଙ୍କା କୁଆଡେ ଗଲା ସୁବ୍ରତ ବାପା ଆଉ ମୋ ଛଡା ତ କେହି ଆଉ ଘରେ ନାହାନ୍ତି ଏତିକି ବେଳେ ପହଁଚିଲେ ସୁବ୍ରତ ବାପା ଟିକେ ପାଣି ଆଣିଲ ବାହାରେ ଯୋଉଭଳି ଖରା ହେଉଛି ଲାଗୁଛି ଜୀବନ ଚାଲିଯିବ


  ମୁଁ ପାଣି ଗ୍ଲାସ ଟିକୁ ବଢ଼ାଇ ଦେଇ ପଚାରିଲି ହେଇଟି ଶୁଣୁଛ ମୁଁ ଚିଠା ଆଉ ହଜାରେ ଟଙ୍କା ଟେବୁଲ ଉପରେ ରଖିଥିଲି ହେଲେ ଚିଠା ଅଛି ଟଙ୍କା ନାହିଁ ତୁମେ ନେଇଛ କି ହଁ ନେଇଛି

    ହେଲେ ମତେ ନକହି ନେଇଗଲ ମୁଁ ଘର ସାରା ଖୋଜୁଛି ହଉ ଦେଲା ଟଙ୍କା ମୁଁ କିଛି ସାମଗ୍ରୀ ଆଣିବି

ଚୁପ ହୋଇ ଠିଆ ହୋଇଗଲେ ସୁବ୍ରତ ବାପା ଉତ୍ତର ନାହିଁ ତାଙ୍କ ପାଖରେ କଣ ଜବାବ ଦେବେ ଭାବୁଛନ୍ତି

ହେଇଟି କଣ ହେଲା କିଛି କହିଲନି ଯେ


         ଧୀର ରେ କହିଲେ ମୁଁ ସେ ଜୋତା ମରାମତି ବୁଢ଼ା କୁ ଦେଇଦେଇଛି ଏ କଥା ଶୁଣି ମୋ ମୁଣ୍ଡ କୁ ରାଗ ଚଢ଼ିଗଲା କଣ ହେଲା ଟଙ୍କା ଆଣିବା ବଦଳରେ ଟଙ୍କା ଦେଇ ଆସିଛ

      ସୁବ୍ରତ ବାପା :-ଆରେ ଟିକେ ଶୁଣ ମୋ କଥା

ଯେତେବେଳେ ଜୋତା ନେଇ ଯାଇଥିଲି ତାକୁ କହିଲି ମଉସା କେମିତି ଜୋତା ପଲିସ କରୁଛନ୍ତି ପୁଣି ଜୋତାରେ ଫିତା ଦେଇନାହାନ୍ତି, ଗଲାଥର ଏମିତି ଚପଲ ଟା କୁ ସିଲେଇ କରିଥିଲେ ଯେ ପୁରା ନଷ୍ଟ ହୋଇଗଲା ପୁଣି ଏଥର ଏମିତି କଲେ ବେପାର ବନ୍ଦ ହେଇଯିବ ଲୋକ କେହି ଆସିବେନି

  ବୁଢ଼ା ଦୁଃଖ ଓ କାତର ଭରା କଣ୍ଠ ରେ ପୁଅ କଣ କରିବି ବୟସ ଆସି 80ହେଲାନି ଆଖିକି ଦିଶୁନି ତଥାପି ପେଟ ପାଇଁ ଏଇ କାମ କରୁଛି

     ହେଲେ ଏ ବୟସ ରେ

ଆପଣଙ୍କର କଣ ଆଉ କେହି ନାହାନ୍ତି ହଁ ଅଛନ୍ତି ଦୁଇ ପୁଅ ବୋହୁ ନାତି ନାତୁଣୀ, ତାହାଲେ ପୁଣି ଏଇ ବୟସରେ ଏଇ କାମ ପୁଅ ମନେ କଣ କରନ୍ତି ଚାକିରୀ କରନ୍ତି

ତୁମେ ଦୁହେଁ ସେମାନଙ୍କ ପାଖରେ କାହିଁକି ରହୁନ କଣ କହିବି ପୁଅ ଏଇ "ବାର୍ଦ୍ଧକ୍ୟ ଭର୍ତ୍ତା" ହଁ କଣ ହେଲା ଏଇ ବାର୍ଦ୍ଧକ୍ୟ ଭର୍ତ୍ତା ଆମ ପାଇଁ କାଳ ସାଜିଛି

ମନେ

     ଦୁଇ ପୁଅ ଅଲଗା ହୋଇ ରୁହନ୍ତି ହାଣ୍ଡି ଵି ଅଲଗା କାହାର କାହା ସାଥିରେ ପଡ଼େନି ଆମେ ଦୁହେଁ ମାସେ ବଡ଼ ପୁଅ ପାଖରେ ଖାଇଲେ ଆଉ ମାସେ ସାନ ପୁଅ ପାଖରେ ଖାଉ ଏମିତି କଟିଯାଏ ଦିନ

       ଯୋଉ ଦିନ ଠାରୁ ଦୁହିଁ ଙ୍କ ବାର୍ଦ୍ଧକ୍ୟ ଭର୍ତ୍ତା ମିଳିଛି ସେଇ ଦିନଠାରୁ ଘରେ କାଳିର ପ୍ରବେଶ ହୋଇଯାଇଛି ଆମ ଦୁହିଁ ଜଣଙ୍କର ଭର୍ତ୍ତା ମିଶି 800ସହ 800ସହ ମିଶି 1600ଟଙ୍କ

ା ଆମେ 600ଟଙ୍କା ରଖି ବାକି 1000ଟଙ୍କା ପୁଅ ହାତକୁ ବଢ଼ାଇ ଦେଉ l ସେଇ ଟଙ୍କା ନିଜ ଔଷଧ ପତ୍ର ସହିତ ନାତି ନାତୁଣୀ ଙ୍କୁ ଦେବା ସହିତ ଠୁକୁରା ମୁକୁରା ଜିନିଷ କିଣି ଦେଉ lମାସକରୁ ଗୋଟେ ଦିନ ଵି କାହା ପାଖରେ ଅଧିକ ଦିନ ରହୁନୁ

       ମାସେ ହେଇ ଯିବାରୁ ବଡ଼ ପୁଅ ଠାରୁ ଯାଇ ସାନ ପୁଅ ପାଖରେ ରହୁଥାଉ l ଭର୍ତ୍ତ ଟଙ୍କା ମିଳି ଯାଇ ଥାଏ ସବୁବେଳେ ଯେମିତି ହୁଏ ସେମିତି ହିଁ ହୋଇଥିଲା ହଠାତ ସାନ ବୋହୂର ଦେହ ଖରାପ ହେବାରୁ ସେ ତାଙ୍କ ଘରକୁ କିଛି ଦିନ ପାଇଁ ପଳେଇ ଥିଲେ ଆମେ ଦୁହେଁ ବଡ଼ ପୁଅ ପାଖକୁ ଯାଇ ଦୁଇ ଦିନ ହେବ ରହିଛୁ ବଡ଼ ବୋହୁ କହିଲା

ବାପା ଘରେ କିଛି ସଉଦା ନାହିଁ 500ଟଙ୍କା ଦେଲେ କିଛି ସଉଦା ଆଣିବି

       ହେଲେ ମୋ ପାଖରେ ତ କିଛି ଟଙ୍କା ନାହିଁ ସବୁ ସାନ ବୋହୂକୁ ଦେଇଦେଇଥିଲି, ରାଗରେ ମୁହଁ ଫଣ ଫଣ କରି ଯାଇ ଘରେ ବଡ଼ ପୁଅକୁ କହିଥାଏ

ଟଙ୍କା ଦେଲା ବେଳକୁ ତାକୁ ଦେଇଦେଲେ ଖାଇଲ ବେଳକୁ ଆମ ପାଖକୁ ଆସୁଛନ୍ତି ହେରି ଏଠି କଣ ଟଙ୍କା ଗଛରୁ ଝାଡୁଛି ଯେ ବସି ବସି ଗୁଣ୍ଡା ମାରିବେ, ଆମର ମାସେ ପୁରୀ ଗଲାଣି ଆମେ କାହିଁକି ସେମାନଙ୍କୁ ଖାଇବାକୁ ଦେବା ଏମିତି ଅନେକ ଛୋଟ ମୋଟ ଭୁଲ କୁ ନେଇ ପିଲା ଓ ସ୍ୱାମୀ ଙ୍କୁ ସବୁବେଳେ ରାଗୁଥାଏ ସବୁବେଳେ ଘରେ ଆସନ୍ତି ସୃଷ୍ଟି ହେଉଥାଏ

         ସାନ ବୋହୁ ଆସିଯିବାରୁ ବଡ଼ବୋହୁ ଗଞ୍ଜଣା ପାଇ ଯତେବେଳେ ସାନ ବୋହୁ ପାଖକୁ ଗଲୁ ସେତେବେଳେ ସାନ ବୋହୁ ତା ସ୍ୱାମୀକୁ କହୁଥାଏ ରୋଜଗାର ଟଙ୍କାଟେ ନାହିଁ ଅଫିସ ମାସେ ହେବା ବନ୍ଦ ହେଲାନି ତା ଛଡ଼ା ଆମେ ଚାରି ପ୍ରାଣୀ ସେଥିରେ ବାପା ମା ଙ୍କୁ ବେକରେ ବାନ୍ଧିଛ ଘର କେମିତି ଚାଲିବା ମୁଁ ଆଉ ଏଠି ରହି ପାରିବିନି ଯାଉଛି ବାପା ଘରକୁ କହି ଛୁଆଙ୍କୁ ଛାଡି ଚାଲି ଯାଇଥିଲା ସାନ ପୁଅ ପାଖରେ ରହି ବୁଢ଼ୀ ଯାହା ରାନ୍ଧେ ତାହା ଖାଉଥିଲୁ ଆମେ ଭର୍ତ୍ତା ଟଙ୍କା ମିଳବାରୁ ସାନ ପୁଅର ପିଲା ମନେ ଗଣେଷ ପୂଜା ପାଇଁ ଡ୍ରେସ କିଣି ବାକୁ ଅଳି କରିବାରୁ ସବୁ ଟଙ୍କା ତାଙ୍କ ଦୁହିଁଙ୍କୁ ବାଣ୍ଟି ଦେଇଥିଲି

ଏହି କଥା ଜାଣି ବଡ଼ ବୋହୁ ଜୋର ରେ ପାଟିକରି କହୁଥାଏ ସାନ ପୁଅକୁ ଟଙ୍କା ଦେଲା ବେଳକୁ ଅଛି ହେଲେ ଆମ ପାଖରେ ଔଷଧ ପାଇଁ ହାତ ପାତାଇ ବେ କହୁ ଥାଏ ତା ସ୍ୱାମୀଙ୍କୁ ଏକଥା ଶୁଣି ପାଟି କରି ଉଠିଲା ସାନ ପୁଅ ଆଉ ଦୁଇ ଭାଇ ଙ୍କ ମଧ୍ୟରେ କାଗିଲା ଭିର୍ନ୍ନ ଏକ ମହାଭାରତ ଯୁଦ୍ଧ........... ଏମିତି ଅଶାନ୍ତି ଡେଲି ଡେଲି ବଢ଼ି ଚାଲିଲା

       ହଠାତ ଦିନେ ରାତି ବିକାଳୀ ବୁଢ଼ୀ ର ଦେହ ଖରାପ ହେବାରୁ ମୁଁ ଯେତେବେଳେ ସାନ ପୁଅ କୁ ଡାକିଲି ସେତେବେଳେ ତା ସ୍ତ୍ରୀ ତାକୁ କହୁଥାଏ ତୁମେ ଶୋଇ ପଡ଼ ମୁଁ ଦେଖୁଛି ଦୁଆର ଖୋଲି ବୋହୁ କହିଲା କଣ ହେଲା ବାପା ମୁଁ କିଛି କହିବା ପୂର୍ବରୁ ସେ କହିଲା ତୁମ ପୁଅକୁ ଭୀଷଣ ଜର ଛାଡିବାର ନା ଧରୁନି ମୁଁ ଆଉ କିଛି ନକହି


     ଚାଲି ଯାଇଥିଲି ବଡ଼ ପୁଅ ପାଖକୁ ସବୁକଥା ଶୁଣି ଥାଏ ବଡ଼ ବୋହୁ କିଛି ନ ଜାଣିଲା ଭଳି ହେଉଥାଏ ମୁଁ ଯେତେବେଳେ ଏଇ କଥା କୁହେ ସେ ଦେଖେଇ ଶିଖେଇ ଅନେକ କଥା କହିଲା ତା କଥା ଶୁଣି ଟାଣି ହୋଇ ଆସି ସାନ ବୋହୁ ତା ଜବାବ ର ଉତ୍ତର ଦେଉଥାଏ ଆଉ ରାତି ଅଧାରେ ଲାଗିଲା ଘମା ଘୋଟ କଳି ସମସ୍ତ ସହି ପଡିସା ଆସି ରୁଣ୍ଢ ହୋଇ ଯାଇଥିଲେ

    ଏସବୁ ଦେଖି ବହୁତ ଲାଜ ଲାଗୁଥାଏ ମତେ ସମସ୍ତ ଜିନିଷ ଧରି ଚାଲି ଆସିଥିଲୁ ଘରୁ ହେଲେ ଚଳିବୁ କେମିତି ସେଥିପାଇଁ ଭାବିଲି ଏଇ ଜୋତା ପାଲିସ କାମ କରି ପେଟ ପୋଷିବୁ ହେଲେ କଣ କରିବି ବାପା ବାର୍ଦ୍ଧକ୍ୟ ବୟସ ଟା କାଳ ସାଜିଛି ଆମ ପାଇଁ, ଆଖିକୁ ଠିକ ସେ ଦେଖା ଯାଉନି ସେଥିପାଇଁ ବେଳେ ବେଳେ ଏମିତି ଭୁଲ ହେଇଯାଉଛି


     ସୁବ୍ରତ ବାପା ଙ୍କ କଥା ଶୁଣି ଧାର ଧାର ହୋଇ ଗଡି ଆସୁଥିଲା ଆଖିରୁ ଲୁହ ମନେ ମନେ ଭାବୁଥାଏ ସତରେ ଏଇ ପୁଅ ମନେ କେତେ ନିଷ୍ଠୁର ବୃଦ୍ଧ ବାପା ମା ଙ୍କୁ ଏକ କରି କେମିତି ରହୁଛନ୍ତି ମୋ ଆଖିରୁ ଲୁହ ପୋଛି ଦେଇ ସୁବ୍ରତ ବାପା କହିଲେ

         ମୁଁ ଜାଣିଥିଲି ସେମାନେ ଠିକ ସେ କାମ କରିପାରୁନାହାନ୍ତି ହେଲେ ମୁଁ ଯଦି ସେମାନଙ୍କ ଦୋକାନକୁ ନଯାଇଥାନ୍ତି ସେ ମାନଙ୍କ ପାଖରେ ଆଉ କେହିବି ଜୋତା ପାଲିସ କରିବାକୁ ଦେଇନଥାନ୍ତେ ମତେ ଦେଖି ସବୁ ଲୋକ ସେଇ ଦୋକାନ କୁ ଯାଉଛନ୍ତି ତାଙ୍କ କଥାଶୁଣି ସହି ପାରିଲିନି ସେଥିପାଇଁ ଟଙ୍କା ମାଗିବା ବଦଳରେ ମୁଁ ସେମାନଙ୍କୁ 1000ଟଙ୍କା ଦେଇଦେଇଥିଲି ସେମାନେ ନେଉନଥିଲେ ହେଲେ ମୁଁ ବାଧ୍ୟ କରିବାରୁ ବୁଢା ରଖିଲା

ଟିକେ ଭାବିଲ ସେଇ ଆ ଯଦି ଆମ ସାଥେ ହେବା ସେଇ ପରିସ୍ଥିତି ରେ ଆମେ କଣ କରୁଥାନ୍ତେ ହଉ ଦେଖା ହଉ ଆଗକୁ କଣ ହେଉଛି ସ୍ୱାମୀ ଙ୍କ କଥା ଶୁଣି ନିରବ ରେ ନାଥ କରି ବସି ପଡ଼ିଥିଲି ମୁଁ ନାଥଲା ପାଟିରେ କହିବାକୁ ଭାଷା......



Rate this content
Log in

Similar oriya story from Abstract