STORYMIRROR

Dr Jharana Satapathy

Inspirational Others

2  

Dr Jharana Satapathy

Inspirational Others

ଅନ୍ତର୍ନିହିତ ପ୍ରତିଭା

ଅନ୍ତର୍ନିହିତ ପ୍ରତିଭା

1 min
15.7K


କାହିଁକି ମନା କରୁଛୁ ? ମୁଁ ଜାଣେ ତୋ ପାଖରେ ସେହି ପ୍ରତିଭା ଲୁକାୟିତ ଅଛି । ତୁ ତାର ସଦୁପଯୋଗ କର । ହଁ ମୋ ପାଖରେ ମଧ୍ୟ ସେହି ପ୍ରତିଭା ଅଛି ।ଆମର ତ ବଂଶଗତ କଳା ମୁଁ କଣ ତାକୁ ଭୁଲିଯିବି? ନାହିଁ....ଆଦୌ ଭୁଲିବି ନାହିଁ । ବଞ୍ଚିଥିବା ପର୍ଯ୍ୟନ୍ତ ମୋର କଳାର ପରିଚୟ ଦେଇ ଚାଲିଥିବି । ଭଗବାନ ତ ମୋତେ ଏହି କଳା ଦେଇଛନ୍ତି ଆଉ ଭବିଷ୍ୟତରେ ମୋର ପରିଚୟ ଜଣେ ...ବାସ୍ ତୁମମାନଙ୍କର ଆଶୀର୍ବାଦ ଦରକାର । ତୁମମାନଙ୍କର ପ୍ରେରଣା ହଁ ମୋର ଆଗେଇବାର ଏକମାତ୍ର ପନ୍ଥା ।ତା’ ଛଡା ଭଗବାନଙ୍କ ଆଶୀର୍ବାଦରେ ହିଁ ମୁଁ ଆଜି ମୋର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଛି।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational