STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଯୋଗ

ଯୋଗ

1 min
23.8K

   ସୁଖ ସାଉଁଟିବା ପାଇଁ ସରଳ ଦିଗ

  ଧ୍ୟାନ ଆଉ ପ୍ରାଣାୟମ ଆସନ ଯୋଗ

   ସହଜ ହୁଅଇ ସଦା ଜୀବନ ମାର୍ଗ

   ଯୋଗୀ ମୁନି ଙ୍କ କଥା

   ସାଧନା ଶିଦ୍ଧି ଗାଥା

   ଯୋଗ ଅଭ୍ୟାସ ବଳେ

   ସବୁଠି ସୁଖ ମିଳେ

   ଚମକଇ ଦେହ ଆଉ ମନର ରଙ୍ଗ  

   ସୁଖ ସାଉଁଟିବା ପାଇଁ ସରଳ ଦିଗ

    ବୟସ କଲେ ବାଦ

    ଆଖିରୁ ହଜେ ନିଦ

    ପାଦେ ପାଦେ ବିପଦ

    ଯାତନା ଅବସାଦ

    ପ୍ରମାଦ ପଡିବ ନାହିଁ କରିଲେ ଯୋଗ

   ସୁଖ ସାଉଁଟିବା ପାଇଁ ସରଳ ଦିଗ

    ଅନୁଲୋମ ବିଲୋମ

    ଭ୍ରାମରୀ ପ୍ରାଣାୟମ

    କପାଳଭାତି ନେତି

    କରିବା ଆସ ନିତି

    ସୂର୍ଯ୍ୟ ନମସ୍କାର ରଖେ ସଦା ନୀରୋଗ

     ସୁଖ ସାଉଁଟିବା ପାଇଁ ସରଳ ଦିଗ    


Rate this content
Log in

Similar oriya poem from Inspirational